କେଉଁ ମନ୍ତ୍ରୀଙ୍କ ପାଖରେ ନାହିଁ ନିଜର ଗାଡ଼ି?

ବିଳମ୍ବରେ ହେଲେ ବି ରାଜ୍ୟ ମନ୍ତ୍ରୀମାନଙ୍କ ବାର୍ଷିକ ସମ୍ପତ୍ତି ତାଲିକାକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ୱେବସାଇଟରେ ଅପଲୋଡ୍ କରାଯାଇଛି। ପ୍ରାୟ ମନ୍ତ୍ରୀଙ୍କ ପାଖରେ ତିନି/ଚାରିଟି ଗାଡ଼ି ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପାଖରେ ଉଭୟ ପରିବହନ ଓ ସୌଖିନ ଗାଡ଼ିକୁ ମିଶାଇ ୬୫ଟି ଗାଡ଼ି ରହିଛି। ତେବେ ଏତିକି ବେଳେ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ରାଷ୍ଟ୍ର ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇଙ୍କ ପାଖରେ କୌଣସି ଗାଡ଼ି ନଥିବା ଦେଖାଯାଇଛି।

four wheeler

four wheeler

Debendra Prusty
  • Published: Monday, 26 September 2022
  • Updated: 26 September 2022, 12:35 PM IST

Sports

Latest News

ବିଳମ୍ବରେ ହେଲେ ବି ରାଜ୍ୟ ମନ୍ତ୍ରୀମାନଙ୍କ ବାର୍ଷିକ ସମ୍ପତ୍ତି ତାଲିକାକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ୱେବସାଇଟରେ ଅପଲୋଡ୍ କରାଯାଇଛି। ପ୍ରାୟ ମନ୍ତ୍ରୀଙ୍କ ପାଖରେ ତିନି/ଚାରିଟି ଗାଡ଼ି ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପାଖରେ ଉଭୟ ପରିବହନ ଓ ସୌଖିନ ଗାଡ଼ିକୁ ମିଶାଇ ୬୫ଟି ଗାଡ଼ି ରହିଛି। ତେବେ ଏତିକି ବେଳେ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ରାଷ୍ଟ୍ର ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇଙ୍କ ପାଖରେ କୌଣସି ଗାଡ଼ି ନଥିବା ଦେଖାଯାଇଛି।

https://youtu.be/Uc-nMsX7iSA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos