ଧିକ ତୁମ ମନ୍ତ୍ରୀ ପଦ

ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି। ମ୍ୟାନେଜ କରିପାରୁ ନାହାନ୍ତି କାଢୁଆ ମନ୍ତ୍ରୀ। ବିଜେବି କଲେଜ ରାଗିଙ୍ଗ ଘଟଣାକୁ ନେଇ ସବୁଠି ବଢୁଛି ଅସନ୍ତୋଷ। ରାଜ୍ୟର ସବୁ କଲେଜରେ ସିନିୟର କରୁଛନ୍ତି ଉତ୍ପାତ। ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ନିଜ ସରକାରୀ ବାସଭବନଠାରୁ ମାତ୍ର କିଛି ଦୂରରେ ରହିଛି ବିଜେବି କଲେଜ।

dhik tuma

Debendra Prusty
  • Published: Tuesday, 05 July 2022
  • , Updated: 05 July 2022, 05:05 PM IST

ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି। ମ୍ୟାନେଜ କରିପାରୁ ନାହାନ୍ତି କାଢୁଆ ମନ୍ତ୍ରୀ। ବିଜେବି କଲେଜ ରାଗିଙ୍ଗ ଘଟଣାକୁ ନେଇ ସବୁଠି ବଢୁଛି ଅସନ୍ତୋଷ। ରାଜ୍ୟର ସବୁ କଲେଜରେ ସିନିୟର କରୁଛନ୍ତି ଉତ୍ପାତ। ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ନିଜ ସରକାରୀ ବାସଭବନଠାରୁ ମାତ୍ର କିଛି ଦୂରରେ ରହିଛି ବିଜେବି କଲେଜ।

https://youtu.be/qKuDSWdq-LM

Related story