ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେଜ୍ରିଓ୍ୱାଲଙ୍କ ପାଇଁ ଆସନ ଖାଲି ରଖିଲେ ଆତିଶୀ, କହିଲେ- ଭରତ ଭଳି କାମ କରିବି
ଅରବିନ୍ଦ କେଜରିୱାଲଙ୍କ ଚେୟାର ପାର୍ଶ୍ୱରେ ଅନ୍ୟ ଏକ ଚୌକିରେ ବସି ଆତିଶୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି।
National
'ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖିବା କିମ୍ବା ଡାଉନଲୋଡ୍ କରିବା ଅପରାଧ'
ସୁପ୍ରିମକୋର୍ଟ ପୋକ୍ସୋ ଆକ୍ଟରେ ପରିବର୍ତ୍ତନ କରି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଶବ୍ଦ ସ୍ଥାନରେ ଶିଶୁ ଯୌନ ନିର୍ଯାତନା ତଥା ଦୁର୍ବ୍ୟବହାର ସାମଗ୍ରୀ ଲେଖାଯାଉ ବୋଲି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
Guest Column
ଆୟୁଷ୍ମାନ ଭାରତ- ଭାରତର ସ୍ୱାସ୍ଥ୍ୟ ସେବା ଯାତ୍ରାରେ ଏକ ମାଇଲଖୁଣ୍ଟ
ବିଗତ ଛଅ ବର୍ଷ ମଧ୍ୟରେ, ଏହି ମହତ୍ୱାକାଂକ୍ଷୀ ଯୋଜନା ଲକ୍ଷ ଲକ୍ଷ ଜୀବନକୁ ସ୍ପର୍ଶ କରିଛି, ଜନସାଧାରଣଙ୍କୁ ଆଶା, ଆରୋଗ୍ୟ ଏବଂ ଅନେକ କ୍ଷେତ୍ରରେ ଜୀବନ ରକ୍ଷାକାରୀ ଚିକିତ୍ସା ପ୍ରଦାନ କରିଛି। ଏବି-ପିଏମଜେଏୱାଇର ଯାତ୍ରା ପ୍ରମାଣ କରୁଛି ଯେ ଯେତେବେଳେ ଏକ ରାଷ୍ଟ୍ର ନିଜ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ଉନ୍ନତି ଆଣିବାର ମିଳିତ ଲକ୍ଷ୍ୟ ସହିତ ଏକାଠି ହୁଏ ସେତେବେଳେ କ'ଣ ସବୁ ହାସଲ କରାଯାଇପାରିବ।
National
ପୁଣି ଥରେ ଟ୍ରେନ୍ ଦୁର୍ଘଟଣାର ଷଡ଼ଯନ୍ତ୍ର, ଟ୍ରାକ୍ରୁ ମିଳିଲା ୯ଟି ଲୁହା ରଡ
ଦିଲ୍ଲୀ -ବଠିଣ୍ଡା ରେଳ ଟ୍ରାକ୍ରୁ ୯ଟି ଲୁହା ରଡ ଜବତ ହୋଇଛି। ରେଲୱେ ପୁଲିସ୍ ମାମଲା ରୁଜୁ କରି ଏହି ଘଟଣାର ଛାନଭିନ ଆରମ୍ଭ କରିଛି।
National
ଲଡ଼ୁ ବିବାଦ: ମହାଶାନ୍ତି ହୋମ କଲା ତିରୁମାଲା ତିରୁପତି ଦେବସ୍ଥାନମ୍
ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ଏହି ହୋମ ଯଜ୍ଞ କରାଯାଉଛି।