କ୍ରିମିନାଲ ପ୍ରେମରେ ପୋଲିସ

ସବୁ ଆଇନ ମହିଳାଙ୍କ ହାତରେ..ମହିଳାଙ୍କ କଥାକୁ ଆଇନ ଗୁରୁତ୍ୱ ଦିଅନ୍ତି.. ଯେଉଁଥିପାଇଁ ଆଜି ଆଇନ ସହ ନଲଢ଼ି ପାରି ଚୁପ ବସିଛନ୍ତି ଇନ୍ସପେକ୍ଟର ସିଗ୍ଧାରାଣୀ ସୁନାଙ୍କ ସ୍ୱାମୀ ସୁରେଶ ବାଗ୍ .. ନିଜ ସ୍ତ୍ରୀ ସିଗ୍ଧାରାଣୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ୱାମୀ ।