‘କହିଲେ ତମେ ବିଜେପି ତମକୁ ଟଙ୍କା ଦିଆଯିବନି’

‘’କହିଲେ ତମେ ବିଜେପି ତମକୁ ଟଙ୍କା ଦିଆଯିବନି”…ଧାମନଗରରେ SHG ମହିଳାମାନଙ୍କୁ ବିଜେଡି ଟଙ୍କା ବାଣ୍ଟୁଥିବା ଖୁଲମ ଖୁଲା ଅଭିଯୋଗ କରିଛନ୍ତି କିଛି ମହିଳା। ଶୁଣନ୍ତୁ ଏନେଇ କଣ କହୁଛନ୍ତି ମହିଳାମାନେ।