କଲେଜ ଛାତ୍ର ନିଖୋଜ

ବ୍ରହ୍ମପୁର: ପୁରୁଣା ବ୍ରହ୍ମପୁରର ସୁରଜ ବେହେରା ନାମକ ଜଣେ କଲେଜ ଛାତ୍ର ଦୁଇ ଦିନ ହେଲା ନିଖୋଜ ରହିଥିବା ନେଇ ବଡ଼ ବଜାର ଥାନାରେ ଅଭିଯୋଗ ହୋଇଛି। ସୁରଜ ବ୍ରହ୍ମପୁର ସ୍ଥିତ ଖଲିକୋଟ ଜୁନିୟର କଲେଜର ଦ୍ୱିତୀୟ ବର୍ଷର ଛାତ୍ର। ସେ ବୁଧବାର ସକାଳେ ଘରୁ ଯିବା ପରେ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ଅଛି। ବ୍ରହ୍ମପୁର ଏସ୍‌ଡିପିଓ ଶାନ୍ତନୁ କୁମାର ଦାସ କହିଛନ୍ତି,“ଏନେଇ ଏକ ନିଖୋଚ ମାମଲା ରୁଜୁ ହୋଇଛି। ତାଙ୍କର ଫଟୋ ବିଭିନ୍ନ ଥାନାକୁ […]

missing

missing

Rakesh Mallick
  • Published: Friday, 09 December 2016
  • Updated: 10 December 2016, 12:58 PM IST

Sports

Latest News

missingବ୍ରହ୍ମପୁର: ପୁରୁଣା ବ୍ରହ୍ମପୁରର ସୁରଜ ବେହେରା ନାମକ ଜଣେ କଲେଜ ଛାତ୍ର ଦୁଇ ଦିନ ହେଲା ନିଖୋଜ ରହିଥିବା ନେଇ ବଡ଼ ବଜାର ଥାନାରେ ଅଭିଯୋଗ ହୋଇଛି। ସୁରଜ ବ୍ରହ୍ମପୁର ସ୍ଥିତ ଖଲିକୋଟ ଜୁନିୟର କଲେଜର ଦ୍ୱିତୀୟ ବର୍ଷର ଛାତ୍ର। ସେ ବୁଧବାର ସକାଳେ ଘରୁ ଯିବା ପରେ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ଅଛି।

ବ୍ରହ୍ମପୁର ଏସ୍‌ଡିପିଓ ଶାନ୍ତନୁ କୁମାର ଦାସ କହିଛନ୍ତି,“ଏନେଇ ଏକ ନିଖୋଚ ମାମଲା ରୁଜୁ ହୋଇଛି। ତାଙ୍କର ଫଟୋ ବିଭିନ୍ନ ଥାନାକୁ ପଠାଇ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story