ଗୁଣିଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ ମର୍ଡର ଘଟଣା: ଫାଶିରେ ଝୁଲିବେ ୯ଜଣ

ଗୁଣପୁର (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଗୁଣପୁର କିଟୁଙ୍ଗ ଗାଁ ଟ୍ରିପଲ ମର୍ଡର ମାମଲାରେ ୯ଜଣଙ୍କୁ ଫାଶି ଦଣ୍ଡାଦେଶ ହୋଇଛି। ୨୦୧୬ରେ ପୁଟାସିଂ ଥାନା କିଟୁଙ୍ଗ ଗାଁ ଟ୍ରିପଲ ମର୍ଡର ମାମଲାରେ ଗୁଣପୁର ଏଡିଜେ କୋର୍ଟ ଏହି ରାୟ ଦେଇଛନ୍ତି। ଅଧିକ ପଢ଼ନ୍ତୁ: ଗୁଣୁପୁର ଗୁଣିଗାରେଡି ହତ୍ୟା ଘଟଣାର ତଦନ୍ତ ଆରମ୍ଭ ରାୟଗଡ଼ା ଜିଲ୍ଲା କିଡୁଙ୍ଗୁ ଗାଁରେ ଗୁଣିଗାରେଡି ସନ୍ଦେହ କରି ଗୋଟିଏ ପରିବାରର ବାପା ଆଶିନ ଶବର,ମାଆ ଆମ୍ବେଇ ଓ ଝିଅଆସମାନିଙ୍କୁ ବାଡ଼େଇ ବାଡ଼େଇ ହତ୍ୟା […]

nn

nn

Rakesh Mallick
  • Published: Friday, 13 April 2018
  • Updated: 13 April 2018, 02:24 PM IST

Sports

Latest News

ଗୁଣପୁର (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଗୁଣପୁର କିଟୁଙ୍ଗ ଗାଁ ଟ୍ରିପଲ ମର୍ଡର ମାମଲାରେ ୯ଜଣଙ୍କୁ ଫାଶି ଦଣ୍ଡାଦେଶ ହୋଇଛି। ୨୦୧୬ରେ ପୁଟାସିଂ ଥାନା କିଟୁଙ୍ଗ ଗାଁ ଟ୍ରିପଲ ମର୍ଡର ମାମଲାରେ ଗୁଣପୁର ଏଡିଜେ କୋର୍ଟ ଏହି ରାୟ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଗୁଣୁପୁର ଗୁଣିଗାରେଡି ହତ୍ୟା ଘଟଣାର ତଦନ୍ତ ଆରମ୍ଭ

ରାୟଗଡ଼ା ଜିଲ୍ଲା କିଡୁଙ୍ଗୁ ଗାଁରେ ଗୁଣିଗାରେଡି ସନ୍ଦେହ କରି ଗୋଟିଏ ପରିବାରର ବାପା ଆଶିନ ଶବର,ମାଆ ଆମ୍ବେଇ ଓ ଝିଅଆସମାନିଙ୍କୁ ବାଡ଼େଇ ବାଡ଼େଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ହତ୍ୟା ପରେ ଜଙ୍ଗଲରେ ନେଇ ମୃତଦେହ ଗୁଡ଼ିକୁ ମାଟିରେ ପୋତି ଦିଆଯାଇଥିଲା। ସପ୍ତାହକ ପରେ ମାଟିରୁ ମୃତଦେହକୁ କାଢି ପୋଡ଼ି ଦେଇଥିବା ଜଣାପଡ଼ିଥିଲା। ଫରେସିକ୍‌ ବିଭାଗ ଘଟଣାସ୍ଥଳରୁ ମୃତକଙ୍କ ହାଡ଼,ପାଉଁଶ ଓ ପୋତାଯାଇଥିବା ସ୍ଥଳର କିଛି ମାଟି ସଂଗ୍ରହ କରିଥିଲା।

ଅଧିକ ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ତିନି ଜଣଙ୍କୁ ହତ୍ୟା ମାମଲା: ଆଉ ଦୁଇ ଅଭିଯୁକ୍ତ ଗିରଫ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story