ବିଜେଡିରୁ ଇସ୍ତଫା ଦେଲେ ସାଂସଦ ବୈଜୟନ୍ତ ପଣ୍ଡା  

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିଜେଡିରୁ ଇସ୍ତଫା ଦେଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ନିଜ ଇସ୍ତଫା ପତ୍ର ସେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଜାନୁୟାରୀ ୨୪ ତାରିଖରେ ଦଳ ବିରୋଧି କାର୍ଯ୍ୟ ଲାଗି ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ଇତି ମଧ୍ୟରେ ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ ଦେହାନ୍ତ ହୋଇଛି। ଏହି ଦୁଃଖଦ ମୁହୂର୍ତ୍ତରେ ବିଜେଡିରୁ ଜଣେ ହେଲେ ବି କେହି ତାଙ୍କ ଶେଷ ଦର୍ଶନ ପାଇଁ ନ ଆସିବା […]

TH17JAYPANDA

TH17JAYPANDA

Rakesh Mallick
  • Published: Monday, 28 May 2018
  • Updated: 28 May 2018, 02:01 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିଜେଡିରୁ ଇସ୍ତଫା ଦେଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ନିଜ ଇସ୍ତଫା ପତ୍ର ସେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଜାନୁୟାରୀ ୨୪ ତାରିଖରେ ଦଳ ବିରୋଧି କାର୍ଯ୍ୟ ଲାଗି ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ଇତି ମଧ୍ୟରେ ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ ଦେହାନ୍ତ ହୋଇଛି। ଏହି ଦୁଃଖଦ ମୁହୂର୍ତ୍ତରେ ବିଜେଡିରୁ ଜଣେ ହେଲେ ବି କେହି ତାଙ୍କ ଶେଷ ଦର୍ଶନ ପାଇଁ ନ ଆସିବା ଏହା ତାଙ୍କୁ ଗଭୀର ଭାବରେ ମର୍ମାହତ କରିଛି ବୋଲି ବୈଜୟନ୍ତ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି। ଏହି କଥାକୁ ସେ ନବୀନଙ୍କ ପାଖକୁ ପଠାଇଥିବା ୩ ଫର୍ଦ୍ଦିଆ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।   

ଇସ୍ତଫା ପତ୍ରରେ ବୈଜୟନ୍ତ ଲେଖିଥିବା ମୁଖ୍ୟାଂଶ
- ଆମ ବିଜେଡିରେ ରାଜନୀତି ଯେଉଁସ୍ତରକୁ ଯାଇଛି ସେଭଳି ପରିସ୍ଥିତିରେ ମୁଁ ଅତ୍ୟଧିକ କ୍ଷୋଭ, ମର୍ମାହତ ଓ ପରିତାପର ସହ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛି।
- ଗତ ୪ ବର୍ଷ ଧରି ପରିସ୍ଥିତି ଖରାପରୁ ଅତି ଖରାପ ଆଡକୁ ଗତି କରିଛି। କିନ୍ତୁ ଦଳ ସେତେବେଳେ ଅମାନବୀୟ ବ୍ୟବହାର ପ୍ରଦର୍ଶନ କଲା ବୋଲି ମୁଁ ଅନୁଭବ କଲି, ଯେତେବେଳେ କି ବିଜେଡିରୁ କେହି ଜଣେ ହେଲେ ମୋ ସ୍ୱର୍ଗତ ପିତାଙ୍କ ଶେଷ ଦର୍ଶନ ପାଇଁ ଆସି ନ ଥିଲେ।
- ଏ କଥା ସମସ୍ତେ ଜାଣନ୍ତି ଯେ, କେତେ ଶତାଦ୍ଦୀ ଧରି ବିଜୁ ଅଙ୍କଲ ଓ ମୋ ବାପା ଅନ୍ତରଙ୍ଗ ବନ୍ଧୁ ଥିଲେ।
- ଯେତେବେଳେ କି, ଅନ୍ୟ ସମସ୍ତ ଦଳରୁ ବରିଷ୍ଠ ନେତାମାନେ ମୋ ବାପାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ।
- ଯେ
ତେବେଳେ ମୁଁ ଜାଣିବାକୁ ପାଇଲି ଯେ, ମୋ ବାପା ସ୍ବର୍ଗତ ବଂଶୀଧର ପଣ୍ଡାଙ୍କ ଶେଷଦର୍ଶନ ପାଇଁ ବିଜେଡି ନେତାଙ୍କୁ ବାରଣ କରାଯାଇଥିଲା।
- ଏହା ଜାଣିବା ପରେ ମୋ ହୃଦୟକୁ ବାଧିଥିଲା।
- ଏହାପରେ ମୁଁ ହୃଦବୋଧ କଲି ଯେ, ବିଜେଡି ମତେ ଆଉ ଚାହୁଁନି।
- ଦଳ ମତେ କାଢ଼ି ଦେବାକୁ ଚାହୁଁଛି।
- ଏହା ମୋ ଆତ୍ମସମ୍ମାନରେ ଆଞ୍ଚ ଆଣିଛି।
- ଦଳର ଏଭଳି ସଂକୀର୍ଣ୍ଣ ପରିବେଶ ଭିତରେ ମୁଁ ନିଜର ଆତ୍ମ ସମ୍ମାନକୁ ବଳି ଦେବାକୁ ଚାହୁଁନି।
- ଆମ ପାରିବାରିକ ସଂପର୍କ ବାଦ୍, ୧୯୯୫ରୁ ୧୯୯୭ ମସିହା ଯାଏ, ବିଜୁ ଅଙ୍କଲ ତାଙ୍କ ଜୀବନର ଶେଷ ଦୁଇବର୍ଷର ରାଜନୈତିକ କାର୍ଯ୍ୟକ୍ରମରେ ମତେ ସାମିଲ୍ କରିବାକୁ ଉପଯୁକ୍ତ ଭାବିଥିଲେ।
- ସେ ଏକ ନୂଆ ରାଜନୈତିକ ଦଳ ଗଢ଼ନ୍ତୁ ବୋଲି ଆମେ କେତେଜଣ ତାଙ୍କ ପାଖରେ ଯୁକ୍ତି ଉପସ୍ଥାପନ କରୁଥିଲୁ। କିନ୍ତୁ ତାହା ସମ୍ଭବ ହେବା ଆଗରୁ ତାଙ୍କର ମୃତ୍ୟୁ ହୋଇଥିଲା।

କ’ଣ ହୋଇଥିଲା ଜାନୁୟାରୀ ୨୪ରେ
ଦୀର୍ଘଦିନର ରାଜନୈତିକ ଛକାପଞ୍ଝା ଭିତରେ ଚଳିତ ବର୍ଷ ଆରମ୍ଭରୁ ବୈଜୟନ୍ତଙ୍କୁ ଲାଗିଥିଲା ଝଟ୍‌କା। ଜାନୁୟାରୀ ୨୪ରେ ବୈଜୟନ୍ତଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଥିବା କଥା ହଠାତ୍‌ ସାମ୍ବାଦିକ ସମ୍ମିଳନୀ କରି ଦଳର ଉପ ସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଥିଲେ। ଏହି ସମୟରେ କୁନ୍ଦୁଲି ଘଟଣାକୁ ନେଇ ତୁମ୍ବି ତୋଫାନ ଲାଗି ରହିଥିବା ବେଳେ ସରକାର ଏକ ରକମ ହରଡ଼ ଘଣାରେ ପଡିଥିଲେ। ଏହି ସମୟରେ ଜନତାଙ୍କ ଦୃଷ୍ଟି କୁନ୍ଦୁଲି ଘଟଣାରୁ ହଟାଇବାକୁ ହଠାତ୍‌ ଏଭଳି ନିଷ୍ପତ୍ତି ବିଜେଡି ନେଇଥିଲା ବୋଲି ଚର୍ଚ୍ଚା ହୋଇଥିଲା ।

୧୧ ତାରିଖ ଘଟଣା ପରେ ତେଜିଥିଲା ରାଜନୀତି
ଜାନୁୟାରୀ ୧୧ ତାରିଖ। କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ବୁହାଳୋ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ବାଦବିବାଦ ଭିତରେ କଟକ ଜିଲ୍ଲା ମାହାଙ୍ଗା ନିକଟ ବୁହାଳୋ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିଥିଲେ ସାଂସଦ ବୈଜୟନ୍ତ ପଣ୍ଡା।  ହେଲେ ଲୋକଙ୍କ ହିତ ପାଇଁ ହେଉଥିବା ଏହି ଉନ୍ନୟନ କାର୍ଯ୍ୟକ୍ରମରେ, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ସମର୍ଥକଙ୍କ ଦେଖା ମିଳି ନ ଥିଲା। ଏହି ଅବସରରେ ସାଂସଦ ପଣ୍ଡା ତୃତୀୟ ମହଲାର ଜଣେ ଅଣଓଡ଼ିଆ ଅଫିସରଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ। କହିଥିଲେ- ଯେଉଁ ଅଫିସର ନିଜ କର୍ତ୍ତବ୍ୟ ଭୁଲି ଲକ୍ଷ୍ମଣରେଖା ଡେଇଁ ରାଜନୀତି କରନ୍ତି, ସେଭଳି ଅଫିସରଙ୍କୁ ସମ୍ମାନ ଦେବା ଆବଶ୍ୟକତା ନାହିଁ। ହଜାର ହଜାର ଲୋକଙ୍କ ଗହଣରେ ସ୍ଥାନୀୟ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ହାତରେ ପ୍ରକଳ୍ପର ଲୋକାର୍ପଣ ହୋଇଥିଲେ।ସାଂସଦ ପଣ୍ଡା କହିଥିଲେ- ଗୁଳି କଲେ ବି ମୁଁ ଲୋକଙ୍କ ପାଖକୁ ଆସିବି ବୋଲି କହିଥିଲି, ଏବେ ଆସିଛି। ପାଣି କିଏ ଆଣିବାକୁ ଚାହୁଁଥିଲା, ଆଉ କିଏ ଅଟକାଉଥିଲେ ଆଗାମୀ ଦିନରେ ସ୍ୱାଭିମାନୀ ମାହାଙ୍ଗାବାସୀ ଏହାର ଜବାବ ଦେବେ।

ଦଳରୁ କାହିଁକି ନିଲମ୍ବିତ ହୋଇଥିଲେ ବୈଜୟନ୍ତ, ଜାଣିବାକୁ ଏଇଠି କ୍ଲିକ୍ କରନ୍ତୁ: ବିଜେଡିରୁ ବୈଜୟନ୍ତ ନିଲମ୍ବିତ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story