ଟିଟୋର ସମ୍ପତ୍ତି ସିଜ୍ ପ୍ରକ୍ରିୟା ଆରମ୍ଭ କଲା କ୍ରାଇମବ୍ରାଞ୍ଚ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀର ସମ୍ପତ୍ତି ସିଜ୍ ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ୍। ବର୍ତ୍ତମାନ ସୁଦ୍ଧା ଟିଟୋର ପତ୍ନୀ ଓ ୧୮ ସହଯୋଗୀଙ୍କ ୫୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟକୁ କ୍ରାଇମବ୍ରାଞ୍ଚ ଫ୍ରିଜ୍ କରିସାରିଲାଣି। ତା’ସହ ବାଲିଘାଟ, ମୋରମ ବ୍ୟବସାୟ ତଥ୍ୟ ପାଇଁ ୭ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟିଟୋର ଜମିଜମା ସମ୍ପତ୍ତି ନେଇ ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ୍। ୧୧୦ କୋଟି ଟଙ୍କାର ‘ମଦର ଚାଇଲ୍ଡ କେୟାର ପ୍ରୋଜେକ୍ଟ’ର ତଥ୍ୟ ବି […]

CB Seizes Over 50 Bank Accounts Of Arrested Gangster Tito

Rakesh Mallick
  • Published: Thursday, 12 July 2018
  • Updated: 12 July 2018, 10:07 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀର ସମ୍ପତ୍ତି ସିଜ୍ ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ୍। ବର୍ତ୍ତମାନ ସୁଦ୍ଧା ଟିଟୋର ପତ୍ନୀ ଓ ୧୮ ସହଯୋଗୀଙ୍କ ୫୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟକୁ କ୍ରାଇମବ୍ରାଞ୍ଚ ଫ୍ରିଜ୍ କରିସାରିଲାଣି। ତା’ସହ ବାଲିଘାଟ, ମୋରମ ବ୍ୟବସାୟ ତଥ୍ୟ ପାଇଁ ୭ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟିଟୋର ଜମିଜମା ସମ୍ପତ୍ତି ନେଇ ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ୍। ୧୧୦ କୋଟି ଟଙ୍କାର ‘ମଦର ଚାଇଲ୍ଡ କେୟାର ପ୍ରୋଜେକ୍ଟ’ର ତଥ୍ୟ ବି ମାଗିଛି। ସେହିପରି କୋଲକାତାରେ ଥିବା ତା’ର ସମ୍ପତ୍ତି ନେଇ ଖୋଳତାଡ଼ କରୁଛି କ୍ରାଇମ୍‌ବ୍ରାଞ୍ଚ୍‌।

ନିର୍ମାଣାଧୀନ ଓଡ଼ିଆ ଫିଲ୍ମ ‘ବିଶ୍ୱନାଥ’ରେ ଟିଟୋର ଟଙ୍କା ଲାଗିଥିବା କଥା ମଧ୍ୟ ସାମ୍ନାକୁ ଆସିଛି। ନିଜ ଭାଇ ଜରିଆରେ ଟିଟୋ ଏହି ଫିଲ୍ମରେ ଟଙ୍କା ଲଗାଇଥିବା କ୍ରାଇମବ୍ରାଞ୍ଚକୁ ସୂଚନା ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story