ଚଳନ୍ତା ଅଟୋ ଭିତରେ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଟୋ ଭିତରେ ଝିଅଙ୍କୁ ଦୁର୍ବ୍ୟବହାର କରୁଥିବା ରୋମିଓକୁ ଗଛରେ ବାନ୍ଧି ପକାଇଲେ ୩ ଭଉଣୀ। ତା’ପରେ ସମସ୍ତେ ମିଶି ନିର୍ଦ୍ଧୁମ୍ ଛେଚିଲେ। ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ। ପୂରା ଘଟଣାଟି ନିମ୍ନମତେ। ଯୁବକଙ୍କୁ ମାଡ଼ ମାରିଥିବା ତିନି ଭଉଣୀଙ୍କ ମଧ୍ୟରୁ ଜଣେ ଭଉଣୀ, ଯିଏକି ନାବାଳିକା, ତାଙ୍କ ଭାଇ ପଠାଇଥିବା ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଯାଇଥିଲେ। ଟଙ୍କା ଉଠାଇ ଏକ ଅଟୋରେ ସେ ଘରକୁ ଫେରୁଥିଲା […]

Romeo

Romeo

Rakesh Mallick
  • Published: Saturday, 24 February 2018
  • Updated: 24 February 2018, 06:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଟୋ ଭିତରେ ଝିଅଙ୍କୁ ଦୁର୍ବ୍ୟବହାର କରୁଥିବା ରୋମିଓକୁ ଗଛରେ ବାନ୍ଧି ପକାଇଲେ ୩ ଭଉଣୀ। ତା’ପରେ ସମସ୍ତେ ମିଶି ନିର୍ଦ୍ଧୁମ୍ ଛେଚିଲେ। ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ। ପୂରା ଘଟଣାଟି ନିମ୍ନମତେ।

ଯୁବକଙ୍କୁ ମାଡ଼ ମାରିଥିବା ତିନି ଭଉଣୀଙ୍କ ମଧ୍ୟରୁ ଜଣେ ଭଉଣୀ, ଯିଏକି ନାବାଳିକା, ତାଙ୍କ ଭାଇ ପଠାଇଥିବା ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଯାଇଥିଲେ। ଟଙ୍କା ଉଠାଇ ଏକ ଅଟୋରେ ସେ ଘରକୁ ଫେରୁଥିଲା ବେଳେ ହିଁ ଘଟିଲା ଅଘଟଣ। ସେହି ଅଟୋରେ ଯାତ୍ରା କରୁଥିବା ଜଣେ ଯୁବକ, ଚଳନ୍ତା ଅଟୋରେ ନାବାଳିକାଙ୍କ ଦେହରେ ହାତ ମାରିଥିଲେ। ନାବାଳିକା ଜଣକ ସଙ୍ଗେ ସଙ୍ଗେ ଏହାର ବିରୋଧ କରିଥିଲେ। କିନ୍ତୁ ଏହା ସତ୍ତ୍ୱେ ଯୁବକ ଜଣକ ବାରମ୍ୱାର ନାବାଳିକାଙ୍କ ଦେହରେ ହାତ ମାରିଥିଲେ। ଏପରିକି ନାବାଳିକା ଜଣକ ଘର ପାଖରେ ଓହ୍ଲାଇଲା ପରେ ତାଙ୍କୁ ଟଣାଓଟରା ମଧ୍ୟ କରିଥିଲେ ଓ ଘର ଭିତରକୁ ଯାଇ ନାବାଳିକା ଓ ତାଙ୍କ ବଡ଼ ଭଉଣୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ଉତ୍‌କ୍ଷିପ୍ତ ହୋଇ ୩ ଭଉଣୀ ମିଶି ଉକ୍ତ ଯୁବକକୁ ଏକ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିଥିଲେ। ଗାଁ ଲୋକେ ଆସି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଯୁବକ ଜଣକ କହିଛନ୍ତି, ଭୁଲରେ ନାବାଳିକାଙ୍କ ଦେହରେ ତାଙ୍କ ହାତ ବାଜି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story