ଜାଣିବାକୁ ଚାହୁଁଛନ୍ତି ଗାର୍ଲ୍ସ ହଷ୍ଟେଲରେ ଝିଅ କ’ଣ କରନ୍ତି

ଘରଠାରୁ ଦୂରେ ରହି ପାଠ ପଢୁଥିବା ଯୁବକ ଯୁବତୀମାନେ ପ୍ରାୟତଃ ହଷ୍ଟେଲରେ ରହିଥାନ୍ତି। ପୁଅମାନେ ହଷ୍ଟେଲରେ ରହିବା ବେଳେ କ’ଣ କରିଥାନ୍ତି ଏହା କାହାକୁ ଅଛପା ନାହିଁ। ହେଲେ ଝିଅମାନେ ହଷ୍ଟେଲରେ କ’ଣ କରନ୍ତି, ଏହା ପଦାକୁ ଆସିବା ବହୁତ କଷ୍ଟ। ଏହା ଜାଣିବାକୁ ସବୁ ପୁଅଙ୍କ ମଧ୍ୟରେ ଥାଏ ଆଗ୍ରହ। ଏଥିପାଇଁ ଗାର୍ଲ୍ସ ହଷ୍ଟେଲରେ ଯଦି କେହି ବନ୍ଧୁ ରହୁଥାନ୍ତି, ତାଙ୍କ ପାଖରୁ ସବୁ କିଛି ଜାଣିବାକୁ ବହୁ ଫନ୍ଦି ଫିକର କରିଥାନ୍ତି। ହେଲେ କିଛି […]

girls-hostel

girls-hostel

Rakesh Mallick
  • Published: Friday, 30 March 2018
  • Updated: 30 March 2018, 08:31 AM IST

Sports

Latest News

ଘରଠାରୁ ଦୂରେ ରହି ପାଠ ପଢୁଥିବା ଯୁବକ ଯୁବତୀମାନେ ପ୍ରାୟତଃ ହଷ୍ଟେଲରେ ରହିଥାନ୍ତି। ପୁଅମାନେ ହଷ୍ଟେଲରେ ରହିବା ବେଳେ କ’ଣ କରିଥାନ୍ତି ଏହା କାହାକୁ ଅଛପା ନାହିଁ। ହେଲେ ଝିଅମାନେ ହଷ୍ଟେଲରେ କ’ଣ କରନ୍ତି, ଏହା ପଦାକୁ ଆସିବା ବହୁତ କଷ୍ଟ। ଏହା ଜାଣିବାକୁ ସବୁ ପୁଅଙ୍କ ମଧ୍ୟରେ ଥାଏ ଆଗ୍ରହ। ଏଥିପାଇଁ ଗାର୍ଲ୍ସ ହଷ୍ଟେଲରେ ଯଦି କେହି ବନ୍ଧୁ ରହୁଥାନ୍ତି, ତାଙ୍କ ପାଖରୁ ସବୁ କିଛି ଜାଣିବାକୁ ବହୁ ଫନ୍ଦି ଫିକର କରିଥାନ୍ତି। ହେଲେ କିଛି ବି ଜାଣିପାରି ନଥାନ୍ତି। ଆଜି ଆମେ ଆପଣଙ୍କୁ ଗାର୍ଲ୍ସ ହଷ୍ଟେଲରେ ଝିଅମାନେ କ’ଣ କରିଥାନ୍ତି ସେ ବିଷୟରେ କିଛି କହିବାକୁ ଯାଉଛୁ।

୧. ଗାର୍ଲ୍ସ ହଷ୍ଟେଲରେ କେହି ଦେଖିବାକୁ ନଥିବାରୁ ଝିଅମାନେ ପାଗଳଙ୍କ ପରି ନାଚିଥାନ୍ତି। ଇମୋଶନାଲ ହୋଇ ପୁରୁଣା ପ୍ରେମିକଙ୍କୁ ଫୋନ କରି ଗାଳି ଦେଇଥାନ୍ତି। ଗାଳି ଦେଇ ଦେଇ କାନ୍ଦିବାକୁ ଭୁଲି ନଥାନ୍ତି।

girls-hostel୨. ପାର୍ଲର ଯିବା ବଦଳରେ ନିଜେ ମୋନିକେୟାର, ପେଡିକେୟାର ଓ ଫେସିଆଲ କରିଥାନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏସବୁ ମେକ୍‌ଅପ୍‌ ଝିଅମାନେ କଲେଜ ପ୍ରୋଜେକ୍ଟଠାରୁ ଅଧିକ ଜରୁରୀ ଭାବିଥାନ୍ତି।

୩. ହଷ୍ଟେଲ କରିଡରରୁ ନିଜ ରୁମ୍‌ ପର୍ଯ୍ୟନ୍ତ ଆରାମରେ ସର୍ଟ୍ସ ଓ ତଉଲିଆରେ ବୁଲିଥାନ୍ତି। କାରଣ ସେମାନେ ଜାଣିଥାନ୍ତି, ହଷ୍ଟେଲରେ ସେମାନେ ଆଜାଦ ଓ ତାଙ୍କୁ କେବଳ ଝିଅମାନେ ହିଁ ଦେଖୁଛନ୍ତି।

୪. ହଷ୍ଟେଲରେ ସବୁ ଝିଅଙ୍କର କେହି ନା କେହି ଫେବରାଇଟ୍‌ ଚମ୍ପି ଓ ମସାଜ କରୁଥିବା ସାଙ୍ଗ ଥାନ୍ତି। ୨ରୁ ୩ ଦିନରେ ଥରେ ସେ ତା ପାଖରୁ ତେଲ ମାଲିସ ଓ ମସାଜ ନିଶ୍ଚିତ କରିଥାଏ।

girls-hostel୫. ଝିଅମାନଙ୍କୁ ମେକ୍‌ଅପ୍‌ କରିବା ବହୁତ ପସନ୍ଦ। ହଷ୍ଟେଲ୍‌ରେ ଝିଅମାନେ ମେକଅପ୍‌ ଲଗାଇ ବହୁତ ଫଟୋ ଉଠାଇଥାନ୍ତି। କେଉଁଠିକୁ ଯିବାକୁ ନଥିଲେ ବି ମେକ୍‌ଅପ୍‌ କରିବାକୁ ଭୁଲି ନଥାନ୍ତି। କାରଣ ମେକ୍‌ଅପ୍‌ କରିବାକୁ କିଛି ବି ବାହାନାର ଆବଶ୍ୟକତା ନଥାଏ।

୬. କୌଣସି ଜଣେ ସାଙ୍ଗର ରୁମ୍‌ରେ ସବୁ ଝିଅ ଏକାଠି ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗପରେ ମାତିଥାନ୍ତି। ନିଜ ନିଜର କ୍ରସ୍‌, ଲଭ ଲାଇଫ, କିସ୍‌ ଓ ଇଣ୍ଟିମେଟ ସମୟର ଅନୁଭୁତି ସାଙ୍ଗମାନଙ୍କ ସହ ସେୟାର କରିଥାନ୍ତି।

୭. ରାତି ସାରା ଅନିଦ୍ରା ରହି ଲାପ୍‌ଟପ୍‌ରେ ଫିଲ୍ମ ଦେଖିଥାନ୍ତି। ପରଦିନ ଯେତେ ଜରୁରୀ କାମ ଥିଲେ ବି ଯଦି ଇଚ୍ଛା ହୋଇଛି ଫିଲ୍ମ ଦେଖିବାକୁ, ନିଶ୍ଚିତ ଦେଖିବେ।

୮. ହଷ୍ଟେଲରୁ ଘରକୁ ଯାଇ ଫେରିବା ପରେ ଯାହା ଆଣିଥାନ୍ତି ସବୁ ସାଙ୍ଗଙ୍କୁ ବାଣ୍ଟିଥାନ୍ତି। କାରଣ ମାଆ ହାତର ସ୍ୱାଦର ପ୍ରଶଂସା ନେବାର ଅଛି ନା।

girls-hostel୯. ରାତିରେ ଏକାଠି ବସି ଫେସବୁକରେ କୌଣସି ଯୁବକର ସବୁ ଫଟୋ ଦେଖିବା, ତା’ ପ୍ରୋଫାଇଲକୁ ତନ ତନ କରି ଯାଞ୍ଚ କରିଥାନ୍ତି। ଏତିକିରେ କଥା ସରି ନଥାଏ ତା’ ବିଷୟରେ ଗରମାଗରମ ଆଲୋଚନା ମଧ୍ୟ ହୋଇଥାଏ।

୧୦. ଫୋନରେ ସାଙ୍ଗର ବୟଫେଣ୍ଡ ସହ ମଜା କରିବା ସହ ନିଜ ସାଙ୍ଗ ପାଇଁ ଯୁବକ ଜଣଙ୍କ ଠିକ୍‌ କି ନୁହେଁ ଜାଣିବାକୁ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ବହୁ ସମୟରେ ସ୍ୱର ବଦଳାଇ ସାଙ୍ଗର ବୟଫ୍ରେଣ୍ଡ ସହ କଥା ହୋଇଥାନ୍ତି।

୧୧. କୌଣସି ସାଙ୍ଗର ଜନ୍ମଦିନ ଆସୁଥିଲେ ତାକୁ ସରପ୍ରାଇଜ ଦେବାକୁ ପ୍ଲାନ କରାଯାଇଥାଏ। ହେଲେ ଏପରି ସରପ୍ରାଇଜ ପ୍ଲାନ କରିବା ବହୁତ କଷ୍ଟ ହୋଇଥାଏ। କାରଣ ଜନ୍ମଦିନ ଥିବା ଝିଅ ସେମାନଙ୍କ ସହ ରହୁଥିବାରୁ ସବୁବେଳେ ଆଖପାଖରେ ଥାଏ। ଏଥିପାଇଁ ତାକୁ କେମିତି ପ୍ଲାନିଂ ମିଟିଂରୁ ଦୂରେଇ ରଖାଯିବ, ସେ ନେଇ ନାନା ଫନ୍ଦି କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story