ଫଟା, ଚିରା ବସ୍ତ୍ର ପିନ୍ଧିଛନ୍ତି କି ? ସାବଧାନ ରୁହନ୍ତୁ, ନହେଲେ…

dress

ଭୁବନେଶ୍ୱର (ଓଡିଶା ରିପୋର୍ଟର): କିଛି ଲୋକ ଅଛନ୍ତି ବସ୍ତ୍ର ପରିଧାନ ବା ପୋଷାକ ଉପରେ ଏତେଟା ଧ୍ୟାନ ଦିଅନ୍ତି ନାହିଁ। ଯାହା ମିଳିଲା ପିନ୍ଧି ଦିଅନ୍ତି। କିଛି ଲୋକ ଅଛନ୍ତି ଡ୍ରେସ୍‌ ଟିକେ କଣା କିମ୍ବା ଫଟାଥିଲେ ମଧ୍ୟ ବିନା କୌଣସି ଦ୍ୱିଧାରେ ପିନ୍ଧି ଦିଅନ୍ତି। ହଁ… ଟିକେ କଣା ହୋଇଛି ତ ଦେ ଚଳେଇ ଦେବା ଭାବି ପିନ୍ଧି ଦିଅନ୍ତି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏପରି କରିବା ଅନୁଚିତ୍‌। କାରଣ ଯଦି ଡ୍ରେସ୍‌ରେ ନିଆଁ ପଡି କଣା ହୋଇଯାଇଛି କିମ୍ବା ଡ୍ରେସ୍‌ ଟିକେ ଚିରି ଯାଇଛି ଦେଖୁଛନ୍ତି ତେବେ ସେ ଡ୍ରେସ୍‌କୁ କେବେ ପିନ୍ଧନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। ଫଟା ଓ କଣା ଥିବା ଡ୍ରେସ୍‌ ପିନ୍ଧିଲେ କ’ଣ କ୍ଷତି ହୋଇଥାଏ ଜାଣିବାକୁ ଏହି ଭିଡିଓ ଦେଖନ୍ତୁ। (ଦେଖନ୍ତୁ ଭିଡିଓ)

Previous ArticleNext Article

Send this to a friend