ଘରେ ମହାଭାରତ ଅଛି କି?

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମେ ଠାକୁର ଘରେ ବିଭିନ୍ନ ଧର୍ମ ଗ୍ରନ୍ଥ ରଖୁ। ମହାଭାତ, ଭାଗବତ, ଗୀତା ସହିତ ଅନେତ ଶ୍ଲୋକ ବହି ରଖି ପୂଜା ହୁଏ। ସେଥିରୁ ଅନେକ ଜାଣିନଥିବେ ଯେ ଏସବୁ ଧର୍ମ ଗ୍ରନ୍ଥ କେଉଁଠି ଓ କେମିତି ରଖିବା କଥା। ଶାନ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ମହାଭାରତ ଗ୍ରନ୍ଥକୁ ଆପଣ କେବେବି ଠାକୁର ଘରୁ ବାହାର କରନ୍ତୁ ନାହିଁ। ଏଥିସହ ମହାଭାରତ ଯୁଦ୍ଧର ଫଟୋକୁ ମଧ୍ୟ କେବେ ବାହାରେ ଟାଙ୍ଗନ୍ତୁ ନାହିଁ। ମହାଭାରତ ଗ୍ରନ୍ଥ ଓ ବହିର ପ୍ରକୃତ ସ୍ଥାନ ଠାକୁର ଘରେ। ଏହି ଦୁଇଟି ଜିନିଷକୁ ବାହାରେ ରଖିଲେ ଅମଙ୍ଗଳ ହୋଇଥାଏ।</p>

Ordigital Desk
  • Published: Friday, 16 March 2018
  • Updated: 16 March 2018, 12:25 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମେ ଠାକୁର ଘରେ ବିଭିନ୍ନ ଧର୍ମ ଗ୍ରନ୍ଥ ରଖୁ। ମହାଭାତ, ଭାଗବତ, ଗୀତା ସହିତ ଅନେତ ଶ୍ଲୋକ ବହି ରଖି ପୂଜା ହୁଏ। ସେଥିରୁ ଅନେକ ଜାଣିନଥିବେ ଯେ ଏସବୁ ଧର୍ମ ଗ୍ରନ୍ଥ କେଉଁଠି ଓ କେମିତି ରଖିବା କଥା। ଶାନ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ମହାଭାରତ ଗ୍ରନ୍ଥକୁ ଆପଣ କେବେବି ଠାକୁର ଘରୁ ବାହାର କରନ୍ତୁ ନାହିଁ। ଏଥିସହ ମହାଭାରତ ଯୁଦ୍ଧର ଫଟୋକୁ ମଧ୍ୟ କେବେ ବାହାରେ ଟାଙ୍ଗନ୍ତୁ ନାହିଁ। ମହାଭାରତ ଗ୍ରନ୍ଥ ଓ ବହିର ପ୍ରକୃତ ସ୍ଥାନ ଠାକୁର ଘରେ। ଏହି ଦୁଇଟି ଜିନିଷକୁ ବାହାରେ ରଖିଲେ ଅମଙ୍ଗଳ ହୋଇଥାଏ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos