ଏହିସବୁ ବଦ ଅଭ୍ୟାସ ପାଇଁ ମୁହଁରେ ବ୍ରଣ ହୋଇଥାଏ

କିଛି ଲୋକ କହିଥାନ୍ତି ଯେ, ଖାଇବା ପିଇବା ଠିକ୍‌ ନ ରଖିଲେ ମୁହଁରେ ବ୍ରଣ ହୋଇଥାଏ। ଏହା କିନ୍ତୁ ସମ୍ପୂର୍ଣ୍ଣ ସତ ନୁହେଁ। ଶରୀରରେ ହର୍ମୋନର ପରିବର୍ତ୍ତନ ଯୋଗୁଁ ମୁହଁରେ ବ୍ରଣ ହୋଇଥାଏ। ଏହାସହ ମୁହଁରେ ବ୍ରଣ ହେବା ପାଇଁ ନିଜର କେତୋଟି ଖରାପ ଅଭ୍ୟାସ ହିଁ ଦାୟୀ। ଯଦି ଆପଣ ସେହିସବୁ ବଦଭ୍ୟାସ ଛାଡ଼ି ଦେବେ ତାହାଲେ ମୁହଁରେ ବ୍ରଣ ହେବା କମିଯିବ। ବ୍ରଣରୁ ରକ୍ଷା ପାଇବା ପାଇଁ କେଉଁସବୁ ଅଭ୍ୟାସ ଛାଡିବାକୁ ପଡ଼ିବ ଆସନ୍ତୁ ଜାଣିବା।  […]

beauty-bloggers-with-acne-2-12251-1446856517-9_dblbig

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 06:25 PM IST

Sports

Latest News

କିଛି ଲୋକ କହିଥାନ୍ତି ଯେ, ଖାଇବା ପିଇବା ଠିକ୍‌ ନ ରଖିଲେ ମୁହଁରେ ବ୍ରଣ ହୋଇଥାଏ। ଏହା କିନ୍ତୁ ସମ୍ପୂର୍ଣ୍ଣ ସତ ନୁହେଁ। ଶରୀରରେ ହର୍ମୋନର ପରିବର୍ତ୍ତନ ଯୋଗୁଁ ମୁହଁରେ ବ୍ରଣ ହୋଇଥାଏ। ଏହାସହ ମୁହଁରେ ବ୍ରଣ ହେବା ପାଇଁ ନିଜର କେତୋଟି ଖରାପ ଅଭ୍ୟାସ ହିଁ ଦାୟୀ। ଯଦି ଆପଣ ସେହିସବୁ ବଦଭ୍ୟାସ ଛାଡ଼ି ଦେବେ ତାହାଲେ ମୁହଁରେ ବ୍ରଣ ହେବା କମିଯିବ। ବ୍ରଣରୁ ରକ୍ଷା ପାଇବା ପାଇଁ କେଉଁସବୁ ଅଭ୍ୟାସ ଛାଡିବାକୁ ପଡ଼ିବ ଆସନ୍ତୁ ଜାଣିବା। 

ବାରମ୍ବାର ମୁହଁ ଧୋଇବା: ଅନେକ ଲୋକ ମୁହଁରେ ବ୍ରଣ କମାଇବା ପାଇଁ ମୁହଁକୁ ବାରମ୍ବାର ଧୋଇ ଦିଅନ୍ତି। ଏପରି କରିବା ଭୁଲ। କାରଣ ଏପରି କଲେ ଲୁମରନ୍ଧ୍ର ଖୋଲି ଯାଇଥାଏ। ସେଥିରେ ପାଣି ଲାଗିବାରୁ ବ୍ରଣଟି ଆହୁରି ଯନ୍ତ୍ରଣାସିକ୍ତ ହୋଇଯାଏ। ତେଣୁ ଏପରି କରନ୍ତୁ ନାହିଁ। ମହୁଁ ଧୋଇଲା ବେଳେ ଗରମ ପାଣି କିମ୍ବା ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ସାବୁନ ଲଗାନ୍ତୁ ନାହିଁ।

ବ୍ରଣ ଚିପିବା କିମ୍ବା ଖଣ୍ଡିଆ କରିବା:  ଯଦି ଆପଣଙ୍କର ବ୍ରଣ ହୋଇଛି ତେବେ ଏହାକୁ ଖଣ୍ଡିଆ କରନ୍ତୁ ନାହିଁ। କାରଣ ଏପରି ହେଲେ ମୁହଁ ଫୁଲିବା ସହିତ ଘା’ ହେବାର ଆଶଙ୍କା ଥାଏ।

ବ୍ରଣ କାହିଁକି ହୋଇଥାଏ: ଚର୍ମରେ ଶରୀରର ମୃତ ଜୀବକୋଷ ରହିବାସହ ଏହା ତେଲିଆ ରହିଲେ ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ। ଫଳରେ ବ୍ରଣ ହୋଇଥାଏ। କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଥିଲେ ଡାକ୍ତରଙ୍କ ପରମର୍ଶ ନିଅନ୍ତୁ।

ଚିନ୍ତାରେ ରହିବା: ଚିନ୍ତାରେ ରହିଲେ ମୁହଁରେ ବ୍ରଣ ହୋଇଥାଏ। ଏଥିପାଇଁ ଯୋଗ କରନ୍ତୁ। ଫଳରେ ଶରୀର ଫିଟ୍‌ ରହିବା ସହିତ ଦେହ ମଧ୍ୟ ଭଲ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story