ଜାଣନ୍ତୁ ଘର ସାମ୍ନାରେ କେଉଁ ଗଛ ରହିଲେ ଅମଙ୍ଗଳ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଘର ବାହାରେ ରଖାଯାଉଥିବା ଜିନିଷ ଘରର ସୁଖ ଶାନ୍ତି ଉପରେ ପ୍ରଭାବ ପକାଇଥାଏ। ଯେମିତି ଗଛ। ଘର ବାହାରେ ସାଧାରଣତଃ ଗଛ ଥାଏ। କିଛି ଗଛ ଆପେ ଆପେ ଉଠିଥାଏ ତ କିଛି ଗଛ ଆମେ ଲଗାଇଥାଉ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଗଛ ଲଗାଇବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଘର ବାହାରେ କେବେ କଣ୍ଟାଗଛ ଓ କ୍ଷୀର ବାହାରୁଥିବା ଗଛ ଲଗାନ୍ତୁ ନାହିଁ । ଏଥିସହ ଘର ବାହାରେ କେବେ ପଥର ଗଦାକରି ରଖନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ ଓ ଘରେ ଅଶାନ୍ତି ଦେଖା ଦେଇଥାଏ।</p> <p>ଦେଖନ୍ତୁ ଭିଡିଓ।</p>

Ordigital Desk
  • Published: Wednesday, 28 March 2018
  • Updated: 28 March 2018, 01:02 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଘର ବାହାରେ ରଖାଯାଉଥିବା ଜିନିଷ ଘରର ସୁଖ ଶାନ୍ତି ଉପରେ ପ୍ରଭାବ ପକାଇଥାଏ। ଯେମିତି ଗଛ। ଘର ବାହାରେ ସାଧାରଣତଃ ଗଛ ଥାଏ। କିଛି ଗଛ ଆପେ ଆପେ ଉଠିଥାଏ ତ କିଛି ଗଛ ଆମେ ଲଗାଇଥାଉ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଗଛ ଲଗାଇବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଘର ବାହାରେ କେବେ କଣ୍ଟାଗଛ ଓ କ୍ଷୀର ବାହାରୁଥିବା ଗଛ ଲଗାନ୍ତୁ ନାହିଁ । ଏଥିସହ ଘର ବାହାରେ କେବେ ପଥର ଗଦାକରି ରଖନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ ଓ ଘରେ ଅଶାନ୍ତି ଦେଖା ଦେଇଥାଏ।</p><p>ଦେଖନ୍ତୁ ଭିଡିଓ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos