ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବୟସ ହୋଇନଥିଲେ ଲିଭ୍‌ଇନ୍‌ରେ ରହିପାରିବେ, କିନ୍ତୁ ବିବାହ ଆଇନ ସମ୍ମତ ନୁହେଁ

ନୂଆଦିଲ୍ଲୀ: ଜଣେ ଯୁବତୀଙ୍କୁ ତାଙ୍କ ସ୍ୱାମୀଙ୍କ ସହ ମିଶାଇ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ବିବାହ ରଦ୍ଦ କରିବାକୁ କେରଳ ହାଇକୋର୍ଟ ଦେଇଥିବା ରାୟକୁ ବଦଳାଇ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ବିବାହ ବୟସ ହୋଇନଥିଲେ ମଧ୍ୟ ଉଭୟ ଲିଭ୍‌ଇନ୍‌ ରିଲେସନ୍‌ସିପ୍‌ରେ ରହିପାରିବେ ବୋଲି କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି, ନିଜ ପସନ୍ଦର ବ୍ୟକ୍ତି ସହ ବିବାହ କରିବା ଏକ ପ୍ରାପ୍ତ ବୟସ୍କ ଝିଅର ଅଧିକାର। ଏହାକୁ ତାଙ୍କ ପରିବାର ଦ୍ୱାରା ବଞ୍ଚିତ କରାଯାଇପାରିବ ନାହିଁ। ଯଦି ପୁଅର ବୟସ ବିବାହ ଯୋଗ୍ୟ […]

relationship-tips_650x400_41523686032

relationship-tips_650x400_41523686032

Ordigital Desk
  • Published: Sunday, 06 May 2018
  • Updated: 06 May 2018, 03:33 PM IST

Sports

Latest News

ନୂଆଦିଲ୍ଲୀ: ଜଣେ ଯୁବତୀଙ୍କୁ ତାଙ୍କ ସ୍ୱାମୀଙ୍କ ସହ ମିଶାଇ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ବିବାହ ରଦ୍ଦ କରିବାକୁ କେରଳ ହାଇକୋର୍ଟ ଦେଇଥିବା ରାୟକୁ ବଦଳାଇ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ବିବାହ ବୟସ ହୋଇନଥିଲେ ମଧ୍ୟ ଉଭୟ ଲିଭ୍‌ଇନ୍‌ ରିଲେସନ୍‌ସିପ୍‌ରେ ରହିପାରିବେ ବୋଲି କୋର୍ଟ କହିଛନ୍ତି।

କୋର୍ଟ କହିଛନ୍ତି, ନିଜ ପସନ୍ଦର ବ୍ୟକ୍ତି ସହ ବିବାହ କରିବା ଏକ ପ୍ରାପ୍ତ ବୟସ୍କ ଝିଅର ଅଧିକାର। ଏହାକୁ ତାଙ୍କ ପରିବାର ଦ୍ୱାରା ବଞ୍ଚିତ କରାଯାଇପାରିବ ନାହିଁ। ଯଦି ପୁଅର ବୟସ ବିବାହ ଯୋଗ୍ୟ ତଥା ୨୧ ହୋଇନଥିବ ତେବେ ସେମାନେ ଲିଭ୍‌ଇନ୍‌ ରିଲେସନସିପ୍‌ରେ ରହିପାରିବେ।

ସୂଚନା ଅନୁଯାୟୀ ତୁଷାରା ନାମ୍ନୀ ଜଣେ ୧୯ବର୍ଷୀୟ ଯୁବତୀ ନନ୍ଦକୁମାର ନାମକ ଜଣେ ୨୦ବର୍ଷର ଯୁବକଙ୍କୁ ବିବାହ କରିଥିଲେ। ଗତ ବର୍ଷ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ନନ୍ଦକୁମାରଙ୍କ ବୟସ ବିବାହ ଯୋଗ୍ୟ ହୋଇନଥିବାରୁ ଝିଅଘର ଲୋକେ କେରଳ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ। ଏନେଇ ହାଇକୋର୍ଟ ଉକ୍ତ ବିବାହକୁ ଆଇନ ଅସମ୍ମତ ଦର୍ଶାଇବା ସହ ଏହାକୁ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଏହି ମାମଲା ସୁପ୍ରିମ୍‌କୋର୍ଟ ଯାଇଥିଲା। ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ କହିଥିଲେ ଯେ  ‘ନିଜ ପସନ୍ଦର ବ୍ୟକ୍ତିକୁ ବିବାହ କରିବା ଗୋଟେ ପ୍ରାପ୍ତ ବୟସ୍କ ଝିଅର ଅଧିକାର। ଆଉ ଏହି ଅଧିକାରକୁ ତାର ପରିବାର ଛଡାଇ ନେଇପାରିବେ ନାହିଁ।’

ଯଦି ତୁଷାରା ଚାହିଁବେ ତେବେ ସେ ତାଙ୍କ ସ୍ୱାମୀଙ୍କ ସହ ଲିଭ୍‌ଇନ୍‌ରେ ରହିପାରିବେ। ଲିଭ୍‌ଇନ୍‌ ରିଲେସନ୍‌ସିପ୍‌ରେ ରହିବା ଆଇନ୍‌ଗତ ସ୍ୱୀକୃତିପ୍ରାପ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story