୧୧ ଅକ୍ଟୋବର, ବୁଧବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ବାହାରକୁ ଯିବା ବେଳେ ବିଶେଷ ଭାବେ ସାବଧାନ ରହିବା ଉଚିତ

ମେଷ: ଆଜିର ଦିନଟି ଆପଣଙ୍କ ପରିବାର ପାଇଁ ଭଲ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବାପା ଓ ମାଆଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଧନ ଲାଭ ହୋଇପାରେ। ବୃଷ: ଜୀବନସାଥୀଙ୍କଠାରୁ ସହଯୋଗ ମିଳିବ। ଅର୍ଥ ଓ ଉପହାର ମିଳିବ। ପରିବାରରେ ମଙ୍ଗଳ ହେବ। ମିଥୁନ: ଧନ, ସମ୍ମାନ ଓ ଉପହାର ମିଳିବ। ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଲାଭ ମିଳିବ। ବିବାହ ସମସ୍ୟା ଥିଲେ ଦୂର ହୋଇପାରେ। କର୍କଟ: ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିଛି। ଚାକିରିଆଙ୍କୁ […]

zodaic

zodaic

Rakesh Mallick
  • Published: Wednesday, 11 October 2017
  • Updated: 11 October 2017, 10:02 AM IST

ମେଷ: ଆଜିର ଦିନଟି ଆପଣଙ୍କ ପରିବାର ପାଇଁ ଭଲ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବାପା ଓ ମାଆଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଧନ ଲାଭ ହୋଇପାରେ।

ବୃଷ: ଜୀବନସାଥୀଙ୍କଠାରୁ ସହଯୋଗ ମିଳିବ। ଅର୍ଥ ଓ ଉପହାର ମିଳିବ। ପରିବାରରେ ମଙ୍ଗଳ ହେବ।

ମିଥୁନ: ଧନ, ସମ୍ମାନ ଓ ଉପହାର ମିଳିବ। ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଲାଭ ମିଳିବ। ବିବାହ ସମସ୍ୟା ଥିଲେ ଦୂର ହୋଇପାରେ।

କର୍କଟ: ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିଛି। ଚାକିରିଆଙ୍କୁ ପଦୋନ୍ନତି ମିଳିବାର ଯୋଗ ରହିଛି। ପରିବାରରେ ପିଲାମାନଙ୍କ ସହଯୋଗ ମିଳିବ।

ସିଂହ: ଯଦି କୌଣସି ମାଲିମକଦମା ଚାଲିଥାଏ, ତାହାହେଲେ ସେଥିରେ ବିଜୟୀ ହେବେ। ପାରିବାରିକ ସମସ୍ୟାରେ ସୁଧାର ଆସିବ। ଧନ ଲାଭ ହେବ।

କନ୍ୟା: କୌଣସି ପୁରୁଣା ବନ୍ଧୁ ସାହାଯ୍ୟ କରିପାରନ୍ତି। ନୂଆ ଗାଡ଼ି କିଣିପାରନ୍ତି। ଅଟକିଥିବା କାମ ସଂପନ୍ନ ହେବ।

ତୁଳା: ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବେପାର ବଣିଜ ବଢ଼ିବାରେ ବହୁ ସମ୍ଭାବନା ରହିଛି। ପିଲାମାନଙ୍କୁ ନେଇ ଚିନ୍ତା ବଢ଼ିପାରେ।

ବିଛା: ବାହାରକୁ ଯିବା ବେଳେ ସାବଧାନ ରୁହନ୍ତୁ, ଦୁର୍ଘଟଣା ଘଟିପାରେ। ଜୀବନସାଥୀ କିମ୍ୱା ଭାଇ ସହିତ ବିବାଦ ଦେଖା ଦେଇପାରେ। ସହଜରେ ଅର୍ଥ ଲାଭ ହେବ।

ଧନୁ: ଆଜି ସତର୍କତାର ସହ ପରିବାର ଲୋକଙ୍କ ସହ କଥା ହୁଅନ୍ତୁ। ନଚେତ ପରିବାରରେ ବିବାଦ ଦେଖା ଦେଇପାରେ। ଦୂର ସ୍ଥାନକୁ ଯାତ୍ରା କଲେ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ତେଣୁ ଲମ୍ୱା ଯାତ୍ରାକୁ ବାତିଲ କରି ଦେଲେ ଭଲ।

ମକର: ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସମସ୍ୟା ଥିଲେ ସୁଧୁରିବ ଯିବ। ଚାକିରିରେ ଥିବା ସମସ୍ୟା ଦୂର ହେବ।

କୁମ୍ଭ: ପରିବାରକୁ ଅଚାନକ କୌଣସି ପ୍ରକାର ଲାଭ ମିଳିବ। ଚାକିରିରେ ସମସ୍ୟା ଦେଖା ଦେଇପାରେ।

ମୀନ: ବିଦେଶରୁ ଶୁଭ ଖବର ଆସିବ। ସ୍ୱାସ୍ଥ୍ୟ ଭଲ ରହିବ। ଅର୍ଥ ନେଣ-ଦେଣରେ ଲାଭ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story