ନଭେମ୍ୱର ୨୬, ସୋମବାର: ଏହି ରାଶି ଲୋକଙ୍କର ଦୁର୍ଘଟଣା ଆଶଙ୍କା ରହିଛି

ମେଷ: ଅଫିସ‌୍‍ ବା କର୍ମସ୍ଥଳରେ ଭଲ ବାତାବରଣ ରହିବ। ସମସ୍ୟାରୁ ମୁକୁଳିବାରେ ସଫଳ ହେବେ। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବୃଷ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଅସୁସ୍ଥ ଅନୁଭବ କରିପାରନ୍ତି। ଲେଖକ, କାରିଗର ଓ କଳାକାରଙ୍କ ପାଇଁ ଦିନଟି ଭଲ ରହିବ। ଧାର୍ମିକ କାର୍ଯ୍ୟ ଅଧିକ ଅର୍ଥ ବ୍ୟୟ କରିପାରନ୍ତି। ମିଥୁନ: ଦିନଟି ଭଲରେ କଟିବ। ଅର୍ଥ ଲାଭ ହୋଇପାରେ। ସୁସ୍ୱାଦୁ ଖାଦ୍ୟ ଖାଇବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କର୍କଟ: କୌଣସି […]

Rasi-Fala

Rasi-Fala

Jyoshna Pradhan
  • Published: Monday, 26 November 2018
  • Updated: 26 November 2018, 07:15 AM IST

Sports

Latest News

ମେଷ: ଅଫିସ‌୍‍ ବା କର୍ମସ୍ଥଳରେ ଭଲ ବାତାବରଣ ରହିବ। ସମସ୍ୟାରୁ ମୁକୁଳିବାରେ ସଫଳ ହେବେ। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ବୃଷ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଅସୁସ୍ଥ ଅନୁଭବ କରିପାରନ୍ତି। ଲେଖକ, କାରିଗର ଓ କଳାକାରଙ୍କ ପାଇଁ ଦିନଟି ଭଲ ରହିବ। ଧାର୍ମିକ କାର୍ଯ୍ୟ ଅଧିକ ଅର୍ଥ ବ୍ୟୟ କରିପାରନ୍ତି।

ମିଥୁନ: ଦିନଟି ଭଲରେ କଟିବ। ଅର୍ଥ ଲାଭ ହୋଇପାରେ। ସୁସ୍ୱାଦୁ ଖାଦ୍ୟ ଖାଇବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

କର୍କଟ: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ରାଗ ଉପରେ ଓ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ।

ସିଂହ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ। ପରିବାର ଲୋକଙ୍କ ସହଯୋଗ ମିଳିବ। ଅଫିସରେ ପ୍ରଶଂସିତ ହେବେ।

କନ୍ୟା: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଦିନଟି ବେଶ‌୍‍ ଭଲ ଅଛି। ନୂଆ ଚାକିରି ପ୍ରସ୍ତାବ ମିଳିପାରେ। ବାପାଙ୍କ ପକ୍ଷରୁ ଲାଭବାନ ହୋଇପାରନ୍ତି।

ତୁଳା: ଘରେ କାହାର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ବିରୋଧୀ ଆଜି ଆପଣଙ୍କ ସମ୍ମୁଖକୁ ଆସିବେ ନାହିଁ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ।

ବିଛା: ଦିନଟି ମୋଟାମୋଟି ଭାବେ ଭଲ ରହିବ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କାହାକୁ ଦୁର୍ବ୍ୟବହାର କରନ୍ତୁ ନାହିଁ। ଦୁର୍ଘଟଣା ଆଶଙ୍କା ରହିଛି, ତେଣୁ ସତର୍କ ରୁହନ୍ତୁ।

ଧନୁ: ଲେଖାଲେଖି ପ୍ରତି ରୁଚି ବଢ଼ିବ। ସମାଜରେ ମାନ-ପ୍ରତିଷ୍ଠା ବୃଦ୍ଧି ପାଇବ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିପାରିବେ। କାର୍ଯ୍ୟକ୍ଷେତ୍ରରେ ପରିବେଶ ଅନୁକୂଳ ରହିବ।

ମକର: ଅର୍ଥ ଲାଭ ହୋଇପାରେ। ପରିବାରରେ ହସଖୁସିର ବାତାବରଣ ରହିବ। ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ। କାମ ପାଇଁ ସମ୍ମାନ ମିଳିବ।

କୁମ୍ଭ: ପେଟ ଅବା ଆଖିରେ ଦରଜ ହୋଇପାରେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଦେଖିଚାହିଁ ଖର୍ଚ୍ଚ କରନ୍ତୁ।

ମୀନ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। କୌଣସି ଗରିବ ଲୋକ ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story