୨୨ ଅକ୍ଟୋବର, ରବିବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ନୂଆ କାମ ଆରମ୍ଭ କରିବା ଉଚିତ ନୁହେଁ 

ମେଷ: ନିଜ କଥା ଓ ବ୍ୟବହାର ଉପରେ ଉପରେ ସଂଯମ ରଖନ୍ତୁ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଆଜି ଯାତ୍ରା କରନ୍ତୁ ନାହିଁ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତି ହେବାର ଯୋଗ ରହିଛି। ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ମାନସିକ କ୍ଷେତ୍ରରେ ଖୁସି ଅନୁଭବ କରିବେ। ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିବେ। ସାମାଜିକ ଜୀବନରେ ସଫଳତା ପାଇବେ। ବିଦେଶରୁ ଶୁଭ ସମାଚାର ପାଇବାର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ […]

zodiac

zodiac

Rakesh Mallick
  • Published: Sunday, 22 October 2017
  • Updated: 22 October 2017, 08:26 AM IST

Sports

Latest News

ମେଷ: ନିଜ କଥା ଓ ବ୍ୟବହାର ଉପରେ ଉପରେ ସଂଯମ ରଖନ୍ତୁ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଆଜି ଯାତ୍ରା କରନ୍ତୁ ନାହିଁ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତି ହେବାର ଯୋଗ ରହିଛି।

ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ମାନସିକ କ୍ଷେତ୍ରରେ ଖୁସି ଅନୁଭବ କରିବେ। ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିବେ। ସାମାଜିକ ଜୀବନରେ ସଫଳତା ପାଇବେ। ବିଦେଶରୁ ଶୁଭ ସମାଚାର ପାଇବାର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ହଠାତ୍ ଧନ ପ୍ରାପ୍ତିର ଯୋଗ ରହିଛି।

ମିଥୁନ: ଘରେ ଖୁସିର ପରିବେଶ ରହିବ। ଖର୍ଚ୍ଚ ବଢ଼ିବ। ଆର୍ଥିକ କ୍ଷେତ୍ରରେ ଲାଭାନ୍ୱିତ ହେବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ମହିଳା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହେବ।

କର୍କଟ: ସ୍ୱାସ୍ଥ୍ୟ ଖରାପ ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ପେଟରେ ଯନ୍ତ୍ରଣା ହୋଇପାରେ। ହଠାତ୍ ଖର୍ଚ୍ଚ ବଢ଼ିବ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ସିଂହ: ଘରେ ଝଗଡ଼ା ସୃଷ୍ଟି ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ନକାରାତ୍ମକ ଚିନ୍ତାଧାରା ଆପଣଙ୍କୁ କବଳିତ କରିବ। ମାଆଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଅନିଦ୍ରା ହୋଇପାରନ୍ତି।

କନ୍ୟା: ବନ୍ଧୁଙ୍କ ସହ ସମୟ ଅତିବାହିତ କରି ପାରନ୍ତି। ଭାଇ-ଉଭଉଣୀଙ୍କ ଠାରୁ ଲାଭାନ୍ୱିତ ହୋଇପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କ ସାମ୍ନା କରି ପାରନ୍ତି।

ତୁଳା: ନିଷ୍ପତ୍ତି ନେଇ ପାରୁ ନ ଥିବାରୁ ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଜିଦ୍‌ କରନ୍ତୁ ନାହିଁ। ଯାତ୍ରା କରନ୍ତୁ ନାହିଁ। ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ। ବନ୍ଧୁବର୍ଗଙ୍କ ସହ ଝଗଡ଼ା କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।

ବିଚ୍ଛା: ପରିବାର ଲୋକଙ୍କ ସହ ଖୁସିରେ ସମୟ କାଟିବେ। ବନ୍ଧୁଙ୍କ ଠାରୁ ଉପହାର ପାଇ ଆନନ୍ଦିତ ହେବେ। ଶୁଭ ଖବର ପାଇ ପାରନ୍ତି। ଯାତ୍ରା କରିପାରନ୍ତି। ବୈବାହିକ ସୁଖ ମିଳିବ।

ଧନୁ: ବନ୍ଧୁଙ୍କ ସହ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୁର୍ଘଟଣା ଠାରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିବ।

ମକର: ବନ୍ଧୁଙ୍କ ସହ ସାକ୍ଷାତ କରି  ଲାଭବାନ ହେବେ। ସ୍ତ୍ରୀ ଓ ପୁଅଙ୍କଠାରୁ ସହଯୋଗ ମିଳିବ। କୌଣସି ବସ୍ତୁ କିଣାକିଣା କରି ପାରନ୍ତି। ସେୟାର ମାର୍କେଟ୍‌ରେ ଲାଭବାନ ହେବେ। ପତ୍ନୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି।

କୁମ୍ଭ: ବ୍ୟବସାୟ କ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି। କାର୍ଯ୍ୟାଳୟରେ ସହକର୍ମୀଙ୍କ ସହଯୋଗ ମିଳିବ। ମାନ-ସମ୍ମାନ ମିଳିବ। ବନ୍ଧୁଙ୍କ ସହ ଯାତ୍ରା କରି ଖୁସି ଅନୁଭବ କରିବେ।

ମୀନ: ମାନସିକ ଚିନ୍ତା ବଢ଼ିବ। ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଝଗଡ଼ା ହୋଇପାରେ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଖରାପ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story