ମେଷ: ଖର୍ଚ୍ଚ ବଢ଼ିବ। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଘରକୁ ଅତିଥି ଆସିପାରନ୍ତି।
ବୃଷ: ବ୍ୟବସାୟରେ ପରିବର୍ତ୍ତନ କରିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ପରିବାରରେ ହସଖୁସିର ସମୟ ବିତାଇବେ।
ମିଥୁନ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ସନ୍ଧ୍ୟାରେ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।
କର୍କଟ: ଋଣ ଦିଅନ୍ତୁ ନାହିଁ। ଯାନବାହନ କିଣିବାର ଯୋଗ ରହିଛି। ମାନସମ୍ମାନ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।
ସିଂହ: ଆର୍ଥିକ ସ୍ଥିତି ଭଲ ରହିବ। ବିଦେଶକୁ ଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଅସୁସ୍ଥ ଅନୁଭବ କରିବେ।
କନ୍ୟା: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଶରୀରରେ ଆଘାତ ଲାଗି ପାରେ। ଦାମ୍ପତ୍ୟ ଜୀବନରେ ଖୁସିରେ କଟିବ।
ତୁଳା: ଘର ପାଇଁ କୌଣସି ଦାମୀ ଜିନିଷ କିଣିପାରନ୍ତି। ପିଲାଙ୍କୁ ନେଇ ଚିନ୍ତିତ ରହିପାରନ୍ତି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
ବିଚ୍ଛା: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମରେ ସଫଳତା ମିଳିବ। ମନ ଖୁସି ରହିବ।
ଧନୁ: ବ୍ୟସ୍ତତା ଭିତରେ ଦିନଟି କଟିବ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ।
ମକର: ଘର ସଫା ରଖନ୍ତୁ। ଭାଇଙ୍କଠାରୁ ପରାମର୍ଶ ନେଇପାରନ୍ତି। ବନ୍ଧୁଙ୍କ ସହ ପର୍ଯ୍ୟଟନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।
କୁମ୍ଭ: ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଅଫିସ୍ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।
ମୀନ: ସ୍ୱାସ୍ଥ୍ୟ ଭଲ ରହିବ। ମିଠା କଥା କହି ଲୋକଙ୍କ ମନ ଜିତିବେ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।