୪ ଏପ୍ରିଲ୍‌, ଶନିବାର: କୌଣସି କଥାକୁ ନେଇ ଚିନ୍ତିତ ରହିବେ

ମେଷ: ଘରେ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରେ କାହା ସହିତ ଅଯଥାରେ କଳି କରନ୍ତୁ ନାହିଁ। ବୃଷ: ଅତି ଜରୁରୀ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ କାର୍ଯ୍ୟକ୍ଷେତ୍ରକୁ ଯାଇପାରନ୍ତି। ସହକର୍ମୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ମିଥୁନ: ଦିନଟି ଭଲରେ କଟିବ। ଶରୀର ସୁସ୍ଥ ରହିବ। ମନ ଖୁସି ରହିବ। କର୍କଟ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ବନ୍ଧୁବାନ୍ଧବଙ୍କ ପରାମର୍ଶ ନେବେ। ନୂଆ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ […]

zodaic

zodaic

Jitendra Garnayak
  • Published: Saturday, 04 April 2020
  • Updated: 04 April 2020, 06:44 AM IST

Sports

Latest News

ମେଷ: ଘରେ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରେ କାହା ସହିତ ଅଯଥାରେ କଳି କରନ୍ତୁ ନାହିଁ।

ବୃଷ: ଅତି ଜରୁରୀ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ କାର୍ଯ୍ୟକ୍ଷେତ୍ରକୁ ଯାଇପାରନ୍ତି। ସହକର୍ମୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

ମିଥୁନ: ଦିନଟି ଭଲରେ କଟିବ। ଶରୀର ସୁସ୍ଥ ରହିବ। ମନ ଖୁସି ରହିବ।

କର୍କଟ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ବନ୍ଧୁବାନ୍ଧବଙ୍କ ପରାମର୍ଶ ନେବେ। ନୂଆ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି।

ସିଂହ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ପିଲାମାନଙ୍କ ପଢ଼ାପଢ଼ିକୁ ନେଇ ସାମାନ୍ୟ ଚିନ୍ତିତ ରହିବେ। ଘରର କୌଣସି ବାକି କାର୍ଯ୍ୟକୁ ପୂରା କରିବେ।

କନ୍ୟା: ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପଢ଼ାପଢ଼ିରେ ଧ୍ୟାନ ଦିଅନ୍ତୁ। ପରିବାରର କୌଣସି କାର୍ଯ୍ୟରେ କେହି ସଦସ୍ୟ ସାହାଯ୍ୟ ଚାହୁଁଥିଲେ ଅବଶ୍ୟ କରନ୍ତୁ।

ତୁଳା: ଦ୍ୱନ୍ଦ୍ୱ ଭିତରେ ରହିବେ। ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଯଥା ସମ୍ଭବ ମନକୁ ଶାନ୍ତ ରଖିବାକୁ ପ୍ରୟାସ କରନ୍ତୁ।

ବିଚ୍ଛା: ଘର କାମରେ ବ୍ୟସ୍ତ ରହିବେ। ମଧ୍ୟାହ୍ନ ପରେ ଟିକେ ଚିଡ଼ିଚିଡ଼ା ହୋଇଯିବେ। ତେବେ ସେଥିପାଇଁ ଅଯଥାରେ ବିରକ୍ତ ହୋଇ କାହାକୁ ଟାଣ କଥା କୁହନ୍ତୁ ନାହିଁ।

ଧନୁ: ପରିବାରରେ ହସଖୁସିର ପରିବେଶ ରହିବ। ବହୁ ଦିନର ପୁରୁଣା ବନ୍ଧୁଙ୍କ ଫୋନ୍ ଆସିପାରେ।

ମକର: ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ଜରୁରୀ ସେବାରେ ନିୟୋଜିତ ଥିଲେ କାର୍ଯ୍ୟକ୍ଷେତ୍ରକୁ ଯାଇପାରନ୍ତି। କୌଣସି ନୂଆ ବ୍ୟବସାୟ କରିବା ଦିଗରେ ଘର ଲୋକଙ୍କ ସହିତ ଆଲୋଚନା କରିପାରନ୍ତି।

କୁମ୍ଭ: ଘରେ ରହିବେ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଅପରାହ୍ଣ ପରେ ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ।

ମୀନ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ପଢ଼ାପଢ଼ି କରନ୍ତୁ ଅବା ଘରର କୌଣସି କାମ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story