୧୩ ମେ’, ବୁଧବାର: ସକାରାତ୍ମକ ଚିନ୍ତାଧାର ବଢ଼ିବ

ମେଷ: କର୍ମସ୍ଥାନରେ ଖୁସି ମିଳିବ। ରାଜନେତାମାନେ ବ୍ୟସ୍ତତା ଭିତରେ ଗତି କରିବେ। ବ୍ୟବସାୟ ସାଧାରଣ ରହିବ। ବୃଷ: ପ୍ରେମ ସମ୍ବନ୍ଧ ମଜଭୂତ ହେବ। ସକାରାତ୍ମକ ଚିନ୍ତାଧାର ବଢ଼ିବ। ଅଟକିଥିବା କାମ ସଂପୂର୍ଣ୍ଣ ହେବ। ମିଥୁନ: ମାନସିକ ତଥା ଶାରୀରିକ କଷ୍ଟ ଅନୁଭବ କରିବେ। ଗବେଷଣାତ୍ମକ କାର୍ଯ୍ୟ ପାଇଁ ଯୋଜନା କରିବେ। ପତ୍ନୀଙ୍କ ଦ୍ୱାରା ଉପକୃତ ହେବେ। କର୍କଟ: କୌଣସି ବ୍ୟକ୍ତିଙ୍କ ସହ ଝଗଡ଼ା ହୋଇପାରେ। ବ୍ୟବସାୟରେ ବଡ଼ ଚୁକ୍ତି କରିପାରନ୍ତି। ଛାତ୍ରଛାତ୍ରୀମାନେ ଖୁସି ଖବର ପାଇବେ। ସିଂହ: […]

astrology-9000

astrology-9000

Tapaswini Nayak
  • Published: Wednesday, 13 May 2020
  • Updated: 13 May 2020, 08:02 AM IST

Sports

Latest News

ମେଷ: କର୍ମସ୍ଥାନରେ ଖୁସି ମିଳିବ। ରାଜନେତାମାନେ ବ୍ୟସ୍ତତା ଭିତରେ ଗତି କରିବେ। ବ୍ୟବସାୟ ସାଧାରଣ ରହିବ।

ବୃଷ: ପ୍ରେମ ସମ୍ବନ୍ଧ ମଜଭୂତ ହେବ। ସକାରାତ୍ମକ ଚିନ୍ତାଧାର ବଢ଼ିବ। ଅଟକିଥିବା କାମ ସଂପୂର୍ଣ୍ଣ ହେବ।

ମିଥୁନ: ମାନସିକ ତଥା ଶାରୀରିକ କଷ୍ଟ ଅନୁଭବ କରିବେ। ଗବେଷଣାତ୍ମକ କାର୍ଯ୍ୟ ପାଇଁ ଯୋଜନା କରିବେ। ପତ୍ନୀଙ୍କ ଦ୍ୱାରା ଉପକୃତ ହେବେ।

କର୍କଟ: କୌଣସି ବ୍ୟକ୍ତିଙ୍କ ସହ ଝଗଡ଼ା ହୋଇପାରେ। ବ୍ୟବସାୟରେ ବଡ଼ ଚୁକ୍ତି କରିପାରନ୍ତି। ଛାତ୍ରଛାତ୍ରୀମାନେ ଖୁସି ଖବର ପାଇବେ।

ସିଂହ: ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଉତ୍ତମ ରହିବ। ଶ୍ରମ ସାର୍ଥକ ହେବ। ରାଜନୀତିର ପରିସର ବଢ଼ିବ।

କନ୍ୟା: ନିଜ କାମକୁ ଭଲ ଭାବେ ନିର୍ବାହ କରିବେ। ଅଧିକାରୀଙ୍କ ସହ ଜରୁରୀ ଆଲୋଚନା କରିପାରନ୍ତି। ନୂଆ ସଂପର୍କ ଆରମ୍ଭ ହୋଇପାରେ।

ତୁଳା: କାମରେ ଆଶ୍ୱସ୍ତ ଅନୁଭୁବ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ଗୃହରେ ସାମାନ୍ୟ କଳହ ଲାଗିପାରେ।

ବିଛା: ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବେ। ନୂଆ କାମରେ ଲାଭ ହେବ। ନୂତନ ବନ୍ଧୁ ଦର୍ଶନର ଯୋଗ ରହିଛି ।

ଧନୁ: ଆକସ୍ମିକ ଧନ ବ୍ୟୟ ହୋଇପାରେ। ବାକ୍‌ ସଂଯମତା ରକ୍ଷା କରନ୍ତୁ। ପୁରୁଣା ଘରର ନିର୍ମାଣ କାର୍ଯ୍ୟ କରିପାରନ୍ତି।

ମକର: ମନ ଚଞ୍ଚଳ ରହିବ। ବ୍ୟବସାୟ ମାନ୍ଦା ରହିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

କୁମ୍ଭ: ଆୟ ଠାରୁ ବ୍ୟୟ ବଢ଼ିବ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖାଦେବ। ଅପମାନିତ ହୋଇପାରନ୍ତି।

ମୀନ: ପ୍ରତ୍ୟେକ କ୍ଷେତ୍ରରେ ଲାଭବାନ ହେବେ। ପରିଶ୍ରମର ଫଳ ଆପଣା ଛାଏଁ ମିଳିବ। ଛାତ୍ରାଛାତ୍ରୀଙ୍କ ପାଇଁ ଶୁଭ ଖବର ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story