୨୫ ଜାନୁଆରୀ, ଶନିବାର: ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ

ମେଷ:  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପୂଜାପାଠରେ ଅଧିକ ଖର୍ଚ୍ଚ କରିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୃଷ:  ଅଳସୁଆ ଅନୁଭବ କରିବେ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ମିଥୁନ: ଜଗି ରଖି କାର୍ଯ୍ୟ କରନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। କର୍କଟ: ପୂଜା-ପାଠରେ ବ୍ୟସ୍ତ ରହିବେ। ମାନ-ସମ୍ମାନ ମିଳିବ। ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ। ସିଂହ:  ମନ ପ୍ରସନ୍ନ […]

ttttttttttttttttt

ttttttttttttttttt

Niharika Rout
  • Published: Saturday, 25 January 2020
  • Updated: 25 January 2020, 07:19 AM IST

Sports

Latest News

ମେଷ:  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପୂଜାପାଠରେ ଅଧିକ ଖର୍ଚ୍ଚ କରିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ:  ଅଳସୁଆ ଅନୁଭବ କରିବେ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ମିଥୁନ: ଜଗି ରଖି କାର୍ଯ୍ୟ କରନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ।

କର୍କଟ: ପୂଜା-ପାଠରେ ବ୍ୟସ୍ତ ରହିବେ। ମାନ-ସମ୍ମାନ ମିଳିବ। ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ।

ସିଂହ:  ମନ ପ୍ରସନ୍ନ ରହିବ। ଅଧିକ ପରିଶ୍ରମ କରିବେ। ବିଦେଶ ଯିବାକୁ ଯୋଜନା କରିପାରନ୍ତି। ବ୍ୟବସାୟରେ କ୍ଷତି ହୋଇପାରେ।

କନ୍ୟା: କାର୍ଯ୍ୟରେ ସଫଳତା ମିଳିବ। ଶରୀର ଫୂର୍ତ୍ତି ରହିବ। ଆଧ୍ୟାତ୍ମିକ କ୍ଷେତ୍ରରେ ରୁଚି ବଢ଼ିବ।

ତୁଳା:  ଶୁଭ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଭାଗ୍ୟ ବୃଦ୍ଧି ହୋଇପାରେ।

ବିଚ୍ଛା:  ଚିନ୍ତିତ ରହିବେ। ମନ ବିଚଳିତ ହୋଇପାରେ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଖର୍ଚ୍ଚ ବଢ଼ିବ।

ଧନୁ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। କୌଣସି କଥାକୁ ନେଇ ମନରେ ଦ୍ୱଦ୍ୱ ରହିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ମକର:  ବିପରୀତ ଲିଙ୍ଗର ଲୋକଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ଘରେ ହସ ଖୁସିର ବାତାବରଣ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କୁମ୍ଭ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଘର ପାଇଁ ଜିନିଷ କିଣି ପାରନ୍ତି।

ମୀନ: କୌଣସି ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ବନ୍ଧୁଙ୍କ ଠାରୁ ଶୁଭ ଖବର ଶୁଣି ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story