୨୪ ଜୁନ୍‌,ସୋମବାର: ଧନପ୍ରାପ୍ତି ଯୋଗ ରହିଛି

ମେଷ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ। ଆୟଠାରୁ ବ୍ୟୟ ଅଧିକ ହେବ। ବୃଷ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗଣେଶଙ୍କୁ ପୂଜା କରନ୍ତୁ। ମିଥୁନ: ଦିନଟି ଭଲରେ କଟିବ। ଘରକୁ ଅତିଥି ଆସି ପାରନ୍ତି। ପରିଶ୍ରମର ଫଳ ମିଳିବ। କର୍କଟ: ଧନପ୍ରାପ୍ତି ଯୋଗ ରହିଛି। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। କାହାକୁ ଉଧାର ଦିଅନ୍ତୁ ନାହିଁ। ସିଂହ: ମାନ-ସମ୍ମାନ ମିଳିବ। ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଦୂର […]

astro-ok-new

astro-ok-new

Tapaswini Nayak
  • Published: Monday, 24 June 2019
  • Updated: 24 June 2019, 09:36 AM IST

Sports

Latest News

ମେଷ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ। ଆୟଠାରୁ ବ୍ୟୟ ଅଧିକ ହେବ।

ବୃଷ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗଣେଶଙ୍କୁ ପୂଜା କରନ୍ତୁ।

ମିଥୁନ: ଦିନଟି ଭଲରେ କଟିବ। ଘରକୁ ଅତିଥି ଆସି ପାରନ୍ତି। ପରିଶ୍ରମର ଫଳ ମିଳିବ।

କର୍କଟ: ଧନପ୍ରାପ୍ତି ଯୋଗ ରହିଛି। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। କାହାକୁ ଉଧାର ଦିଅନ୍ତୁ ନାହିଁ।

ସିଂହ: ମାନ-ସମ୍ମାନ ମିଳିବ। ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ସଫଳତା ମିଳିବ।

କନ୍ୟା: ଆଧ୍ୟାତ୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ। ବୁଝି-ବିଚାରି ନିଷ୍ପତ୍ତି ନିଅନ୍ତୁ।

ତୁଳା: ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମନ ଖୁସି ରହିବ। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି।

ବିଚ୍ଛା: ବ୍ୟସ୍ତତା ଭିତରେ ଦିନଟି କଟିବ। ବ୍ୟବସାୟରେ ଲାଭ ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ଧନୁ: ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ମକର: ଭାଗ୍ୟ ବୃଦ୍ଧି ହେବ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ପରିବାର ସଦସ୍ୟଙ୍କ ସହ ଆନନ୍ଦରେ ସମୟ ବିତାଇବେ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।

ମୀନ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଘରେ ସୁଖ ଶାନ୍ତିର ପରିବେଶ ରହିବ। ଆର୍ଥିକ ସ୍ଥିତି ଭଲ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story