ବାସ୍ତୁ ଶାସ୍ତ୍ର ଅନୁଶାରେ ବାଡ଼ିରେ ଏହି ସବୁ ଗଛ ଲଗାଇଲେ ଶୁଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ସମସ୍ତେ ଚାହାନ୍ତି ପରିବାରର ସୁଖଶାନ୍ତି ବଜାୟ ରହୁ। ଧନଧାନ୍ୟରେ ପୁରି ଉଠୁ। ସମସ୍ୟା ନ ଆସୁ। ହେଲେ ଆପଣଙ୍କ ଘରେ ଯଦି ବାସ୍ତୁ ଦୋଷ ଥାଏ ତେବେ ଆପଣଙ୍କ ଇଚ୍ଛା ଓ ସ୍ୱପ୍ନ ପୂରଣରେ ବାଧକ ସାଜିଥାଏ। ଏହି ବାସ୍ତୁଦୋଷ ଦୂର ପାଇଁ କିଛି ପ୍ରତିକାର ମଧ୍ୟ ଅଛି। ଆସନ୍ତୁ ସେହି ଉପାୟ ଗୁଡ଼ିକ ଜାଣିବା । ଘରର ବାସ୍ତୁ ଦୋଷ ଦୂର ପାଇଁ ତୁଳସୀ ଗଛ ମୁଖ୍ୟ ଭୂମିକା ଗ୍ରହଣ କରେ। ଘରେ ତୁଳସୀ […]

gg-1

gg-1

Tapas Behera
  • Published: Thursday, 17 January 2019
  • Updated: 17 January 2019, 09:26 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ସମସ୍ତେ ଚାହାନ୍ତି ପରିବାରର ସୁଖଶାନ୍ତି ବଜାୟ ରହୁ। ଧନଧାନ୍ୟରେ ପୁରି ଉଠୁ। ସମସ୍ୟା ନ ଆସୁ। ହେଲେ ଆପଣଙ୍କ ଘରେ ଯଦି ବାସ୍ତୁ ଦୋଷ ଥାଏ ତେବେ ଆପଣଙ୍କ ଇଚ୍ଛା ଓ ସ୍ୱପ୍ନ ପୂରଣରେ ବାଧକ ସାଜିଥାଏ। ଏହି ବାସ୍ତୁଦୋଷ ଦୂର ପାଇଁ କିଛି ପ୍ରତିକାର ମଧ୍ୟ ଅଛି। ଆସନ୍ତୁ ସେହି ଉପାୟ ଗୁଡ଼ିକ ଜାଣିବା । ଘରର ବାସ୍ତୁ ଦୋଷ ଦୂର ପାଇଁ ତୁଳସୀ ଗଛ ମୁଖ୍ୟ ଭୂମିକା ଗ୍ରହଣ କରେ।

ଘରେ ତୁଳସୀ ଗଛ ଥିଲେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ ଐଶାନ୍ୟ କୋଣରେ ତୁଳସୀ ଗଛ ଲଗାଇଲେ ଭାରି ଶୁଭ ସାବ୍ୟସ୍ତ ହୋଇଥାଏ। ସେହିପରି ବାସ୍ତୁ ଶାସ୍ତ୍ର ଅନୁଶାରେ ଅଁଳା ଗଛର ମଧ୍ୟ ମହତ୍ୱ ରହିଛି। ଅଁଳା ଗଛରେ ଦେବାଦେବୀ ବାଷ କରନ୍ତି ବୋଲି ବିଶ୍ୱାଷ ରହିଛି। ତେଣୁ ଆପଣ ନିଜ ବାଡ଼ିରେ  ଅଂଳା ଗଛ ଲଗାଇପାରିବେ ଓ ପୂଜା ମଧ୍ୟ କରିପାରିବେ।

ଏହା ଦ୍ୱାରା ଆପଣଙ୍କ ପରିବାର ଉପରେ ଦେବାଦେବୀଙ୍କ ଶୁଭ ଦୃଷ୍ଟି ପଡ଼ିଥାଏ। ସେହିପରି ବେଲ ଗଛ ହେଉଛି ଭଗବାନ ଶିବଙ୍କର ପ୍ରିୟ। ଆପଣ ନିଜ ବାଡ଼ିରେ ବେଲ ଗଛ ଲଗାଇପାରିବେ। ଏହା ଦ୍ୱାରା ଘରେ ଚାରିପଟେ ନକରାତ୍ମକ ଶକ୍ତି ଉଭେଇ ଯାଇଥାଏ।  ସେହିପରି ଅରଖ ଗଛର ମଧ୍ୟ ଅନେକ ମହତ୍ୱ ରହିଛି। ଅରଖ ଫୁଲକୁ ଭଗବାନ ଶିବଙ୍କ ପାଖରେ ଅର୍ପଣ କରାଯାଇଥାଏ। ଏହି ଗଛ ଲଗାଇଲେ ଆପଣଙ୍କର ଶତ୍ରୁ ଦୂର ହୋଇଥାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story