ପିନ୍ଧନ୍ତୁ 'ମୋତି ଚନ୍ଦ୍ରମା', ଦୂର ହେବ ସବୁ ସମସ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋତି ଏକ ଜୈବିକ ସଂରଚନା। ଜ୍ୟୋତିଷ ଶାସ୍ତ୍ରରେ ମୋତିକୁ ଚନ୍ଦ୍ରମାଙ୍କ ରତ୍ନ ବୋଲି କୁହାଯାଇଛି। କିଛି କ୍ଷେତ୍ରରେ ମୋତିକୁ ଔଷଧ ରୂପରେ ମଧ୍ୟ ବ୍ୟବହାର କରାଯାଏ। କୁହାଯାଏ, ଚନ୍ଦ୍ରମାଙ୍କ ପରି ମୋତି ଶାନ୍ତ, ସୁନ୍ଦର ଏବଂ ଶୀତଳ। ଏହାକୁ ଧାରଣ କରିବା ପରେ ବ୍ୟକ୍ତିର ମନ ଏବଂ ଶରୀର ଉପରେ ଭଲ ପ୍ରଭାବ ପଡ଼ିଥାଏ। ଶାସ୍ତ୍ର ଅନୁସାରେ, ମୋତିର ପ୍ରଭାବ ଶୀଘ୍ର ପଡ଼ି ନଥାଏ, ବରଂ ଧୀରେ ଧୀରେ ଏବଂ ଖୁବ୍‌ ସୂକ୍ଷ୍ମ […]

moti23

moti23

Puspanjali Panda
  • Published: Tuesday, 09 October 2018
  • Updated: 09 October 2018, 08:00 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋତି ଏକ ଜୈବିକ ସଂରଚନା। ଜ୍ୟୋତିଷ ଶାସ୍ତ୍ରରେ ମୋତିକୁ ଚନ୍ଦ୍ରମାଙ୍କ ରତ୍ନ ବୋଲି କୁହାଯାଇଛି। କିଛି କ୍ଷେତ୍ରରେ ମୋତିକୁ ଔଷଧ ରୂପରେ ମଧ୍ୟ ବ୍ୟବହାର କରାଯାଏ। କୁହାଯାଏ, ଚନ୍ଦ୍ରମାଙ୍କ ପରି ମୋତି ଶାନ୍ତ, ସୁନ୍ଦର ଏବଂ ଶୀତଳ। ଏହାକୁ ଧାରଣ କରିବା ପରେ ବ୍ୟକ୍ତିର ମନ ଏବଂ ଶରୀର ଉପରେ ଭଲ ପ୍ରଭାବ ପଡ଼ିଥାଏ।

ଶାସ୍ତ୍ର ଅନୁସାରେ, ମୋତିର ପ୍ରଭାବ ଶୀଘ୍ର ପଡ଼ି ନଥାଏ, ବରଂ ଧୀରେ ଧୀରେ ଏବଂ ଖୁବ୍‌ ସୂକ୍ଷ୍ମ ମାତ୍ରାରେ ମୋତି ଏହାର ପ୍ରଭାବ ଦେଖାଇଥାଏ।ମୋତିକୁ ଅନେକ ଗହଣାରେ ଲଗାଇ ପିନ୍ଧିବା ପାଇଁ ପସନ୍ଦ କରିଥା'ନ୍ତି। ବାସ୍ତୁରେ ଏହା ମଧ୍ୟ କୁହାଯାଇଛି ଯେ ମୋତି ଧାରଣ କରିବା ପରେ ଭଲ ନିଦ ହୋଇଥାଏ। ଏହା ସହିତ ବ୍ୟକ୍ତିଙ୍କ ମନରୁ ଭୟ ଭାବ ଦୂର ହୋଇଥାଏ।

ମୋତି ଧାରଣ କରିବା ପରେ ଶରୀରର ହର୍‌ମୋନ୍‌ ମଧ୍ୟ ସନ୍ତୁଳିତ ରହିଥାଏ। ତେବେ ଏହାକୁ ଧାରଣ କରିବା ସମୟରେ କିଛି ସାବଧାନତା ଅବଲମ୍ୱନ କରିବାକୁ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି।
କୁହାଯାଇଛି, ମୋତିକୁ ଠିକ୍‌ ଭାବରେ ଧାରଣ ନକଲେ, ବ୍ୟକ୍ତିର ମାନସିକ ସ୍ଥିତି ଖରାପ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମେଷ, କର୍କଟ, ବିଛା ଏବଂ ମୀନ ରାଶିର ଲୋକ ମୋତି ଧାରଣ କଲେ ଶୁଭ ଫଳ ମିଳିଥାଏ। କିନ୍ତୁ ବୃଷ, ମିଥୁନ, କନ୍ୟା, ମକର ଏବଂ କୁମ୍ଭ ରାଶିର ଲୋକେ ମୋତି ଧାରଣ କରିବାଠାରୁ ଦୂରରେ ରୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story