୧୬ ସେପ୍ଟେମ୍ବର, ବୁଧବାର: ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ

ମେଷ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ଭଲରେ କଟିବ। କୌଣସି ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। ବୃଷ: ନିଜର ବୁଦ୍ଧି ବଳରେ ସମସ୍ୟାରୁ ମୁକ୍ତି ପାଇବେ। ପ୍ରତ୍ୟେକଟି କାର୍ଯ୍ୟ କଲା ବେଳେ ଅତିରିକ୍ତ ଧ୍ୟାନ ଦେବା ଜରୁରୀ। ମିଥୁନ: ଦୀର୍ଘଦିନରୁ ଅପେକ୍ଷା କରିଥିବା କାର୍ଯ୍ୟଟି ସମ୍ପୂର୍ଣ୍ଣ ହେବ। ବିଭିନ୍ନ ସୂତ୍ରରୁ ଆୟରେ ବୃଦ୍ଧି ଘଟିବ। ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ। କର୍କଟ: ଭୁଲ୍ ବୁଝାମଣାକୁ ନେଇ […]

Daily Horoscope

Daily Horoscope

Jitendra Garnayak
  • Published: Wednesday, 16 September 2020
  • Updated: 16 September 2020, 08:38 AM IST

Sports

Latest News

ମେଷ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ଭଲରେ କଟିବ। କୌଣସି ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

ବୃଷ: ନିଜର ବୁଦ୍ଧି ବଳରେ ସମସ୍ୟାରୁ ମୁକ୍ତି ପାଇବେ। ପ୍ରତ୍ୟେକଟି କାର୍ଯ୍ୟ କଲା ବେଳେ ଅତିରିକ୍ତ ଧ୍ୟାନ ଦେବା ଜରୁରୀ।

ମିଥୁନ: ଦୀର୍ଘଦିନରୁ ଅପେକ୍ଷା କରିଥିବା କାର୍ଯ୍ୟଟି ସମ୍ପୂର୍ଣ୍ଣ ହେବ। ବିଭିନ୍ନ ସୂତ୍ରରୁ ଆୟରେ ବୃଦ୍ଧି ଘଟିବ। ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ।

କର୍କଟ: ଭୁଲ୍ ବୁଝାମଣାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇପାରେ। ଜମିଜମା ସଂକ୍ରାନ୍ତୀୟ ମାଲିମକଦ୍ଦମାରେ ଜଡ଼ିତ ହୋଇପାରନ୍ତି। ପ୍ରତ୍ୟେକଟି କାର୍ଯ୍ୟରେ ବାଧା ଉପୁଜିବ।

ସିଂହ: ଶରୀର ସୁସ୍ଥ ରହିବ। ମନ ପ୍ରଫୁଲ୍ଲ ରହିବ। ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ସେଥିରେ ସଫଳତା ପାଇବେ।

କନ୍ୟା: କର୍ମକ୍ଷେତ୍ରରେ କାହା ସହିତ ଯୁକ୍ତିତର୍କ ଦେଖାଦେଇପାରେ। ଗାଡ଼ି ଚଳାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ।

ତୁଳା: ବହୁ ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଜୀବନ ସାଥୀଙ୍କ ଠାରୁ ପ୍ରେରଣା ପାଇଁ ଅନେକାଂଶରେ ଉପକୃତ ହେବେ। କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି।

ବିଛା: ଶତ୍ରୁମାନେ ପରାଜିତ ହେବେ। ଫଳରେ ଶାନ୍ତି ଲାଭ କରିବେ। ଜନକଲ୍ୟାଣ କାର୍ଯ୍ୟ କରି ପ୍ରଶଂସିତ ହେବେ। କମ୍ ପରିଶ୍ରମରେ ଅଧିକ ଉପାର୍ଜନ କରିବେ।

ଧନୁ: ନିଜର ବୁଦ୍ଧି ଓ ବିବେକ ପ୍ରୟୋଗ କରି ସମସ୍ତ ସମସ୍ୟାର ସମାଧାନ କରିବେ। ଗୃହକୁ କୌଣସି ନୂତନ ଦ୍ରବ୍ୟ କ୍ରୟ କରି ଆଣିବେ। ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଲାଭ ମିଳିବ।

ମକର: ପୈତୃକ ସମ୍ପତିକୁ ନେଇ ଭାଇମାନଙ୍କ ସହିତ ବିବାଦ ଦେଖା ଦେଇପାରେ। କର୍ମକ୍ଷେତ୍ରରେ କାହା ସହିତ ମତଭେଦ ହୋଇପାରେ। କୌଣସି କାର୍ଯ୍ୟ ପାଇଁ ସମାଲୋଚନାର ଶିକାର ହୋଇପାରନ୍ତି।

କୁମ୍ଭ: କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ବିଶ୍ୱାସଭାଜନ ହେବେ। ସନ୍ତାନସନ୍ତତି ମାନେ ଆଜ୍ଞାଧୀନ ହେବେ। ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ମୀନ: ଘରକୁ ବନ୍ଧୁ ଆସିପାରନ୍ତି। ନିଜ ପରିବାର ଓ ଆତ୍ମୀୟଙ୍କ ସାହାଯ୍ୟ ପାଇବେ। ପ୍ରତ୍ୟେକଟି କାର୍ଯ୍ୟ ସଫଳତାର ସହ ସଂପନ୍ନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story