୧ ଜୁଲାଇ, ଗୁରୁବାର: ନିଜ ଲୋକମାନେ ଶତ୍ରୁ ଭଳି ଆଚରଣ କରିବେ

ମେଷ: ମାନସିକ ଅଶାନ୍ତି ଦେଖାଦେବ। ସବୁ କାମରେ ବିଳମ୍ବ ହେବ। କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ। ବୃଷ: ସମ୍ପର୍କୀୟଙ୍କ ସାହାଯ୍ୟ ଯୋଗୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସହଜରେ ସମ୍ପନ୍ନ ହୋଇପାରେ। କୋର୍ଟରେ ଥିବା ମାମଲାରେ ଆପଣଙ୍କର ବିଜୟ ହୋଇପାରେ। ମିଥୁନ: କାର୍ଯ୍ୟ ବ୍ୟସ୍ତ ରହିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ। କର୍କଟ: ନିଜ ଇଚ୍ଛା ଅନୁସାରେ କାମ କରିବା କଷ୍ଟକର ହୋଇପାରେ। ବକେୟା ଟଙ୍କା ପାଇବା […]

rain

rain

Jitendra Garnayak
  • Published: Thursday, 01 July 2021
  • Updated: 01 July 2021, 07:56 AM IST

Sports

Latest News

ମେଷ: ମାନସିକ ଅଶାନ୍ତି ଦେଖାଦେବ। ସବୁ କାମରେ ବିଳମ୍ବ ହେବ। କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ।

ବୃଷ: ସମ୍ପର୍କୀୟଙ୍କ ସାହାଯ୍ୟ ଯୋଗୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସହଜରେ ସମ୍ପନ୍ନ ହୋଇପାରେ। କୋର୍ଟରେ ଥିବା ମାମଲାରେ ଆପଣଙ୍କର ବିଜୟ ହୋଇପାରେ।

ମିଥୁନ: କାର୍ଯ୍ୟ ବ୍ୟସ୍ତ ରହିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ।

କର୍କଟ: ନିଜ ଇଚ୍ଛା ଅନୁସାରେ କାମ କରିବା କଷ୍ଟକର ହୋଇପାରେ। ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ହୋଇପାରେ।

ସିଂହ: ମନୋବଳ ଦୃଢ଼ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ନିର୍ମାଣ କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।

କନ୍ୟା: ବନ୍ଧୁଙ୍କ ସହଯୋଗ ପ୍ରାପ୍ତି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିରୋଧୀ ମାନେ ପରାସ୍ତ ହେବେ।

ତୁଳା: ନିଜ ଲୋକମାନେ ଶତ୍ରୁ ଭଳି ଆଚରଣ କରିବେ। କର୍ମକ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସମାଧାନ ହେବ। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ।

ବିଛା: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ପରିବହନ କ୍ଷେତ୍ରରେ ବିବାଦ ଦେଖା ଦେବ। ଦୀର୍ଘ ଦିନରୁ ରହି ଆସିଥିବା ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହି ପାରନ୍ତି।

ଧନୁ: ଘରେ ଅଶାନ୍ତ ଦେଖାଦେଇପାରେ। ଆଶା କରୁଥିବା ଦିଗରୁ ଶୁଭ ଖବର ଶୁଣିପାରନ୍ତି। ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଯିବେ।

ମକର: ପ୍ରତିକୂଳ ପରିସ୍ଥିତିକୁ ଦୂର କରିବାକୁ ସମର୍ଥ ହେବେ। ଜମିଜମାକୁ ନେଇ ଥିବା ବିବାଦର ସମାଧାନ ହୋଇଯିବ। ଅଫିସ୍‌ରେ ଅଧିକ ଦାୟିତ୍ୱ ମିଳିପାରେ।

କୁମ୍ଭ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ନୂଆ ବ୍ୟବସାୟ କରିବାକୁ ଯୋଜନା କରିପାରନ୍ତି। ସମାଜସେବାରେ ସମୟ ବିତାଇବେ।

ମୀନ: ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବେ। ପତିପତ୍ନୀଙ୍କ ମଧ୍ୟରେ ମନାନ୍ତର ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story