୨୧ ଅଗଷ୍ଟ, ଶୁକ୍ରବାର: ଅନେକ ଦିନର ଆଶା ପୂରଣ ହେବ

ମେଷ: ଶତ୍ରୁମାନେ ପରାଜିତ ହେବେ। ବହୁ ପୁରୁଣା ସମସ୍ୟାର ସମାଧାନ ହେବ। ହନୁମାନଙ୍କୁ ଦର୍ଶନ କରନ୍ତୁ। ବୃଷ: ଅନେକ ଦିନର ଆଶା ପୂରଣ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ପାଇବେ। କିଛି ମୁଗଡାଲି ପକ୍ଷୀମାନଙ୍କୁ ଖାଇବାକୁ ଦିଅନ୍ତୁ। ମିଥୁନ: ଦାମ୍ପତ୍ୟ ଜୀବନ ଭଲ ରହିବ। ସମାଜରେ ମାନ-ସମ୍ମାନ ବଢ଼ିବ। ଉତ୍ତମ ଭୋଜନ ଖାଇବେ। ଜମିବାଡ଼ି ବ୍ୟବସାୟରୁ ଭଲ ଲାଭ ମିଳିବ। କର୍କଟ: ପ୍ରତିଟି କାର୍ଯ୍ୟରେ ଆଜି ବାଧା ଉପୁଜିବ। ଦୂର ସ୍ଥାନକୁ ଯାତ୍ରା […]

Daily Horoscope

Daily Horoscope

Jitendra Garnayak
  • Published: Friday, 21 August 2020
  • Updated: 21 August 2020, 08:32 AM IST

Sports

Latest News

ମେଷ: ଶତ୍ରୁମାନେ ପରାଜିତ ହେବେ। ବହୁ ପୁରୁଣା ସମସ୍ୟାର ସମାଧାନ ହେବ। ହନୁମାନଙ୍କୁ ଦର୍ଶନ କରନ୍ତୁ।

ବୃଷ: ଅନେକ ଦିନର ଆଶା ପୂରଣ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ପାଇବେ। କିଛି ମୁଗଡାଲି ପକ୍ଷୀମାନଙ୍କୁ ଖାଇବାକୁ ଦିଅନ୍ତୁ।

ମିଥୁନ: ଦାମ୍ପତ୍ୟ ଜୀବନ ଭଲ ରହିବ। ସମାଜରେ ମାନ-ସମ୍ମାନ ବଢ଼ିବ। ଉତ୍ତମ ଭୋଜନ ଖାଇବେ। ଜମିବାଡ଼ି ବ୍ୟବସାୟରୁ ଭଲ ଲାଭ ମିଳିବ।

କର୍କଟ: ପ୍ରତିଟି କାର୍ଯ୍ୟରେ ଆଜି ବାଧା ଉପୁଜିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଏଣୁ କ୍ଳେଶ ଅନୁଭବ କରିବେ।

ସିଂହ: ମହିଳାମାନେ ସମ୍ମାନର ଅଧିକାରୀ ହେବେ। ନୂଆ ଜମି କିଣି ପାରନ୍ତି। ପରିବାର ଲୋକଙ୍କ ସହିତ ସମୟ ବିତାଇବାକୁ ପସନ୍ଦ କରିବେ।

କନ୍ୟା: ଲାଗି ରହିଥିବା ବିବାଦର ଅବସାନ ଘଟିବ। କୌଣସି ନୂତନ ଦ୍ରବ୍ୟ ଲାଭର ଯୋଗ ରହିଛି। ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା ହୋଇପାରେ।

ତୁଳା: ପରିବାରରେ ସ୍ନେହ-ଶ୍ରଦ୍ଧା ଅତୁଟ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। କାହାକୁ କଡ଼ା କଥା କୁହନ୍ତୁ ନାହିଁ। ରାସ୍ତାରେ ଯା’ଆସ ବେଳେ ସତର୍କ ରୁହନ୍ତୁ।

ବିଛା: ଅଫିସ୍ ବା କାର୍ଯ୍ୟସ୍ଥଳରେ କାମର ଚାପ ବଢ଼ିବ। ଦିନଟି ବ୍ୟସ୍ତତା ଭିତରେ କଟିବ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି।

ଧନୁ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଦୁଃସାହସିକ ପଦକ୍ଷେପ ନେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ବକେୟା ଅର୍ଥ ହସ୍ତଗତ ହେବ। ହଳଦୀ ରଙ୍ଗର ଟୀକା ମଥାରେ ଲଗାନ୍ତୁ।

ମକର: ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ପାଇବେ। ସମାଜରେ ପତିଆରା ବୃଦ୍ଧି ପାଇବ।

କୁମ୍ଭ: ସ୍ଥଗିତ ରଖିଥିବା କାମକୁ ତ୍ୱରାନ୍ୱିତ କରିବେ। କେହି ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରନ୍ତି। କିଛି ଶୁଭ ଖବର ପାଇପାରନ୍ତି।

ମୀନ: ବୃଥା ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। ଅପ୍ରିୟ ସତ୍ୟକଥା କହି ଅପମାନିତ ହୋଇପାରନ୍ତି। ପତ୍ନୀଙ୍କ ସହଯୋଗ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story