୨୮ ଜୁନ୍‌, ସୋମବାର: ବିରୋଧୀମାନେ ହଇରାଣ କରିପାରିବେ ନାହିଁ

ମେଷ: କର୍ମକ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବା ଫଳରେ ମାନସିକ ଅଶାନ୍ତି ଦୂର ହେବ। ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହେବ। ବୃଷ: ଶରୀର ସୁସ୍ଥ ରହିବ। ମନ ଶାନ୍ତ ରହିବ। ଜମି, ଜାଗା, ବାସଗୃହ ବା ଯାନବାହାନ କ୍ରୟ କରିବାର ସୁଯୋଗ ପାଇବେ। ମିଥୁନ: ବନ୍ଧୁମାନଙ୍କ ସାହାଯ୍ୟ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆଶାଜନକ ଫଳପ୍ରାପ୍ତି ହେବ। କର୍କଟ: ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବ। ନିଜ ଗୋଡ଼ରେ ନିଜେ ଠିଆ […]

Heavy rain

Heavy rain

Jitendra Garnayak
  • Published: Monday, 28 June 2021
  • Updated: 28 June 2021, 07:47 AM IST

Sports

Latest News

ମେଷ: କର୍ମକ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବା ଫଳରେ ମାନସିକ ଅଶାନ୍ତି ଦୂର ହେବ। ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହେବ।

ବୃଷ: ଶରୀର ସୁସ୍ଥ ରହିବ। ମନ ଶାନ୍ତ ରହିବ। ଜମି, ଜାଗା, ବାସଗୃହ ବା ଯାନବାହାନ କ୍ରୟ କରିବାର ସୁଯୋଗ ପାଇବେ।

ମିଥୁନ: ବନ୍ଧୁମାନଙ୍କ ସାହାଯ୍ୟ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆଶାଜନକ ଫଳପ୍ରାପ୍ତି ହେବ।

କର୍କଟ: ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବ। ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ସାହାସ ବାନ୍ଧିବେ।

ସିଂହ: ନିର୍ମାଣାଧୀନ କାର୍ଯ୍ୟ ସଂପନ୍ନ ହେବ। ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ବିଦେଶରୁ ଶୁଭ ଖବର ଶୁଣିପାରନ୍ତି।

କନ୍ୟା: କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଠାରୁ ସମ୍ମାନ ପ୍ରାପ୍ତି ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ତୁଳା: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ଆୟ ବଢ଼ିବ।

ବିଛା: କମ୍ ପରିଶ୍ରମରେ ଭଲ ସଫଳତା ପାଇବେ। ଘର ପାଇଁ କିଛି ଦାମୀ ଜିନିଷ କିଣିପାରନ୍ତି।

ଧନୁ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ମିଳିବ।

ମକର: ଦିନଟି ଭଲରେ କଟିବ। ଆୟକୁ ନେଇ ସନ୍ତୁଷ୍ଟ ରହିବେ। ମିଠା ମିଠା କଥା କହି ସମସ୍ତଙ୍କ ମନ ଜିଣିବାକୁ ପ୍ରୟାସ କରିବେ।

କୁମ୍ଭ: ବିରୋଧୀମାନେ ହଇରାଣ କରିପାରିବେ ନାହିଁ। ଅନେକ ସୂତ୍ରରୁ ଧନ ପାଇବାର ଯୋଗ ଅଛି। ଜମିଜମା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ।

ମୀନ: ସରକାରୀ କର୍ମଚାରୀଙ୍କର ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ପୁରାତନ ରୋଗରୁ ଉପଶମ ମିଳିବ। ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story