୨୯ ଜୁନ୍‌, ମଙ୍ଗଳବାର: ଆତ୍ମବିଶ୍ୱାସ ବଢ଼ିବ

ମେଷ: ସମାଜ ସେବା କରି ସମ୍ମାନିତ ହେବେ। ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ହେବେ। ଠିକ୍ ନିଷ୍ପତ୍ତି ନେବେ। ବୃଷ: ଦିନଟି ଠିକ୍‌ଠାକ୍ ରହିବ। ସବୁ କାର୍ଯ୍ୟ ବିନା ବାଧାବିଘ୍ନରେ ହୋଇଯିବ। ବ୍ୟବସାୟରୁ ଆଶାଜନକ ଲାଭ ମିଳିବ। ମିଥୁନ: ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେଇପାରେ। ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ। ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କର୍କଟ: କାର୍ଯ୍ୟ ବ୍ୟସ୍ତ ରହିବେ। ଅଧିକ ଧାଁଦଉଡ଼ କରିବାକୁ ପଡ଼ିପାରେ। ଶୁଭ ଖବର […]

supreme court

supreme court

Jitendra Garnayak
  • Published: Tuesday, 29 June 2021
  • Updated: 29 June 2021, 08:05 AM IST

Sports

Latest News

ମେଷ: ସମାଜ ସେବା କରି ସମ୍ମାନିତ ହେବେ। ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ହେବେ। ଠିକ୍ ନିଷ୍ପତ୍ତି ନେବେ।

ବୃଷ: ଦିନଟି ଠିକ୍‌ଠାକ୍ ରହିବ। ସବୁ କାର୍ଯ୍ୟ ବିନା ବାଧାବିଘ୍ନରେ ହୋଇଯିବ। ବ୍ୟବସାୟରୁ ଆଶାଜନକ ଲାଭ ମିଳିବ।

ମିଥୁନ: ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେଇପାରେ। ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ। ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କର୍କଟ: କାର୍ଯ୍ୟ ବ୍ୟସ୍ତ ରହିବେ। ଅଧିକ ଧାଁଦଉଡ଼ କରିବାକୁ ପଡ଼ିପାରେ। ଶୁଭ ଖବର ପାଇପାରନ୍ତି।

ସିଂହ: ଲୋକ ସଂପର୍କ ବଢ଼ିବ। କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ।

କନ୍ୟା: ଆତ୍ମବିଶ୍ୱାସ ବଢ଼ିବ। ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ। ଆୟ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।

ତୁଳା: ପରିବାରରେ କୌଣସି କଥାକୁ ନେଇ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇପାରେ। ବୁଦ୍ଧି ପ୍ରୟୋଗ କରି ସମସ୍ତ ସମସ୍ୟାର ସମାଧାନ କରି ନେବେ।

ବିଛା: ମାନସମ୍ମାନ ବୃଦ୍ଧି ପାଇବ। ଆଶା କରିଥିବା ଜିନିଷ ପ୍ରାପ୍ତି ହେବ। ପଢ଼ାପଢ଼ିରେ ମନ ଦେବେ।

ଧନୁ: ଜମି କିମ୍ବା ଘର କିଣିବା ପାଇଁ ଯୋଜନା କରିବେ। ପରିବାର ଲୋକଙ୍କ ସହିତ ସମୟ ବିତାଇବେ।

ମକର: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନିଜ କାମ ସଂପନ୍ନ କରିବା ପାଇଁ ଅନ୍ୟର ସହଯୋଗ ନେଇପାରନ୍ତି। ବିରୋଧୀମାନେ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରିପାରନ୍ତି।

କୁମ୍ଭ: କର୍ମକ୍ଷେତ୍ରରେ ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ ଭଲ ଲାଭ ପାଇବେ।

ମୀନ: ସହକର୍ମୀ ମାନଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଆଶାଜନକ ଫଳପ୍ରାପ୍ତି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story