ଜାଣନ୍ତୁ, କେଉଁ ରାଶିର ବ୍ୟକ୍ତି ପ୍ରେମରେ ମାହିର୍‌?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଜ୍ୟୋତିଷ ଶାସ୍ତ୍ରରେ ପ୍ରେମ ଓ ପ୍ରଣୟ ପାଇଁ ରାଶିକୁ ଗୁରୁତ୍ୱ ଦିଆଯାଇଛି। ଆସନ୍ତୁ ଜାଣିବା, ରାଶି ଅନୁସାରେ ବ୍ୟକ୍ତିଙ୍କ ପ୍ରେମ ଓ ପ୍ରଣୟର ସମ୍ପର୍କ କେମିତି ଥାଏ। ମେଷ: ଏହି ରାଶିର ବ୍ୟକ୍ତିମାନଙ୍କ ପାଖରେ ସାହସ, ଆତ୍ମବିସ୍ୱାସ, ଓ ଦୃଢ଼ ଇଚ୍ଛା ଶକ୍ତି ଭରପୂର ଥାଏ। ସେ ବନ୍ଧୁତା ହେଉ କି ପ୍ରେମ, ସବୁଥିରେ ଏମାନେ ଆଗୁଆ। ସବୁପ୍ରକାର ସମ୍ପର୍କକୁ ବଜାୟ ରଖିବାରେ ଏମାନେ ମାହିର୍‌। ଯଦି ଏମାନେ କାହାକୁ ଭଲ ପା’ନ୍ତି, ତେବେ […]

llllllllllllllllllll

llllllllllllllllllll

Chinmayee Roy
  • Published: Friday, 30 November 2018
  • Updated: 30 November 2018, 07:56 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଜ୍ୟୋତିଷ ଶାସ୍ତ୍ରରେ ପ୍ରେମ ଓ ପ୍ରଣୟ ପାଇଁ ରାଶିକୁ ଗୁରୁତ୍ୱ ଦିଆଯାଇଛି। ଆସନ୍ତୁ ଜାଣିବା, ରାଶି ଅନୁସାରେ ବ୍ୟକ୍ତିଙ୍କ ପ୍ରେମ ଓ ପ୍ରଣୟର ସମ୍ପର୍କ କେମିତି ଥାଏ।

ମେଷ: ଏହି ରାଶିର ବ୍ୟକ୍ତିମାନଙ୍କ ପାଖରେ ସାହସ, ଆତ୍ମବିସ୍ୱାସ, ଓ ଦୃଢ଼ ଇଚ୍ଛା ଶକ୍ତି ଭରପୂର ଥାଏ। ସେ ବନ୍ଧୁତା ହେଉ କି ପ୍ରେମ, ସବୁଥିରେ ଏମାନେ ଆଗୁଆ। ସବୁପ୍ରକାର ସମ୍ପର୍କକୁ ବଜାୟ ରଖିବାରେ ଏମାନେ ମାହିର୍‌। ଯଦି ଏମାନେ କାହାକୁ ଭଲ ପା'ନ୍ତି, ତେବେ ନିଷ୍ଠାର ସହ ହିଁ ଭଲ ପାଇଥା'ନ୍ତି। ଏମାନେ ଯେଭଳି ନିଜ ସାଥୀକୁ ପ୍ରେମ କରନ୍ତି, ସାଥୀଙ୍କ ଠାରୁ ବି ସେହିଭଳି ପ୍ରେମର ଆଶା ରଖନ୍ତି। ଏମାନଙ୍କୁ ନିଜ ସ୍ୱାଧୀନତା ବେଶ ପ୍ରିୟ। ତେଣୁ ଯଦି ବାହାଘର ପରେ ଆପଣ ଏମାନଙ୍କୁ ନିଜ ଇଚ୍ଛା ଅନୁସାରେ ଦବାଇ ରଖିବାକୁ ଚାହାନ୍ତି. ତେବେ ଆପଣଙ୍କ ସମ୍ପର୍କ ଆଉ ଆଗକୁ ଯାଇପାରିବ ନାହିଁ।

ବୃଷ: ଏହି ରାଶିର ବ୍ୟକ୍ତି ଯଦି କାହାକୁ ହୃଦୟରେ ସ୍ଥାନ ଦେଇ ଦିଅନ୍ତି, ତେବେ ସେମାନଙ୍କୁ କେବେ ଧୋକା ଦିଅନ୍ତି ନାହିଁ। ହେଲେ ଏଭଳି ରାଶିର ବ୍ୟକ୍ତିଙ୍କୁ ସମ୍ପୁର୍ଣ୍ଣ ରୂପେ ନିଜର କରିବା ସହଜ କଥା ନୁହେଁ। ଏମାନେ ବହୁତ ଶାନ୍ତ ହୋଇଥା'ନ୍ତି। ତେଣୁ ଏମାନଙ୍କ ସାଥୀ ଯଦି ରାଗି ହୋଇଥା'ନ୍ତି, ତେବେ ଉଭୟଙ୍କ ମଧ୍ୟରେ ପଡ଼େ ନାହିଁ। ଏମାନେ ଧନୁ ରାଶିର ବ୍ୟକ୍ତିଙ୍କୁ ବାହା ହେବା ଉଚିତ୍‌ ନୁହେଁ।

ମିଥୁନ: ଏହି ରାଶିର ବ୍ୟକ୍ତି ଖୁବ୍‌ ଖୁସି ମିଜାଜ୍‌ର ହୋଇଥା'ନ୍ତି। ଏମାନେ ସବୁବେଳେ ହସଖୁସିରେ ରହିବା ଓ ମଜା ମସ୍ତି କରିବାକୁ ଭଲ ପା'ନ୍ତି। ତେଣୁ ଏମାନଙ୍କୁ ଯଦି ବୋରିଂ ପାର୍ଟନର୍‌ ମିଳନ୍ତି, ତେବେ ଏମାନେ ସମ୍ପର୍କ ଠିକ୍‌ ଭାବେ ତୁଲାଇ ପାରନ୍ତି ନାହିଁ। ଯଦି ଆପଣଙ୍କ ପାର୍ଟନର୍‌ଙ୍କ ରାଶି ମିଥୁନ, ତେବେ ଆପଣ ଖୁବ୍‌ ଭାଗ୍ୟଶାଳୀ। କାରଣ ଏମାନେ ପ୍ରେମରେ ସଚ୍ଚା ଓ ବିଶ୍ୱସ୍ତ ମଧ୍ୟ। କିନ୍ତୁ ଏମାନେ ସବୁକିଛି ନିଜ ହିସାବ ଅନୁସାରେ ଚଳାଇବାକୁ ଭଲପା'ନ୍ତି। ଏମାନେ ନିଜ ସାଥୀଙ୍କ ପାଖରେ ପିଲାଳିଆମି ପସନ୍ଦ କରନ୍ତି ନାହିଁ। ଏମାନଙ୍କୁ ସାଥୀଙ୍କ ବୁଦ୍ଧିମତା ଭଲ ଲାଗେ। ଜ୍ୟୋତିଷ ଗଣନା ଅନୁଯାୟୀ, ଏମାନଙ୍କର ମକର ରାଶି ସହ ବୈବାହିକ ଜୀବନ ସେପରି ସଫଳ ହୁଏ ନାହିଁ।

କର୍କଟ: ଭାବନାର ଗଭୀର ସାଗର ହେଉଛନ୍ତି କର୍କଟ ରାଶିର ବ୍ୟକ୍ତି। ଏମାନେ ଯେବେ କାହା ପ୍ରେମରେ ପଡ଼ନ୍ତି, ତେବେ ପୂର୍ଣ୍ଣରୂପରେ ସେମାନଙ୍କର ହୋଇ ଯା'ନ୍ତି। କିନ୍ତୁ ଯେଉଁ ଲୋକମାନେ କେବଳ ନିଜ କଥା ହିଁ ଭାବନ୍ତି ଓ ନିଜ ଦୁନିଆରରେ ହିଁ ବଞ୍ଚନ୍ତି, ସେମାନଙ୍କ ସହ କର୍କଟ ରାଶିଧାରୀ ବ୍ୟକ୍ତିଙ୍କର ପଡ଼େ ନାହିଁ। ତେଣୁ ଏମାନେ କେବେ ହେଲେ କୁମ୍ଭ ରାଶି ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍‌ ନୁହେଁ।

ସିଂହ: ଏମାନେ ଆକର୍ଷଣ ଓ ଆତ୍ମ ବିସ୍ୱାସରେ ଭରପୁର ହୋଇଥା'ନ୍ତି। ତେବେ ବୈବାହିକ ଜୀବନରେ ଏମାନେ ଶାରୀରିକ ସମ୍ପର୍କକୁ ନେଇ ନିଜ ସାଥୀକୁ ନିରାଶ କରନ୍ତି। ହେଲେ ଏମାନଙ୍କର ଏପରି ଗୋଟିଏ ଗୁଣ ଅଛି, ଯାହା ସମ୍ପର୍କ ଭାଙ୍ଗିବାର ମୂଳ କାରଣ ହୋଇପାରେ, ତାହା ହେଉଛି ଏହି ରାଶିର ବ୍ୟକ୍ତିଙ୍କ ଜିଦ୍‌ଖୋର୍ ପ୍ରକୃତି। ତେବେ ଅନ୍ୟ କେଉଁ କଥାରେ ଏମାନେ ସାଥୀଙ୍କୁ ନିରାଶ କରନ୍ତି ନାହିଁ।

କନ୍ୟା: ଯଦି ଆପଣ ନିଜ ସାଥୀର ସମ୍ପୂର୍ଣ୍ଣ ଆକର୍ଷଣ ପାଇବାକୁ ଚାହାନ୍ତି, ସାଥୀ ଆପଣଙ୍କ ପ୍ରତି ସମର୍ପିତ ହୋଇଯାଉ ବୋଲି ଚାହାନ୍ତି, ତେବେ କନ୍ୟା ରାଶିର ବ୍ୟକ୍ତିଙ୍କୁ ବିବାହ କରନ୍ତୁ ନାହିଁ। କାରଣ ଏମାନେ ସବୁବେଳେ ନିଜ ହିସାବରେ ହିଁ କାମ କରନ୍ତି। ଯଦି ଏମାନେ କାହାକୁ ଭଲ ପା'ନ୍ତି, ତେବେ ଏହାକୁ ପରିପ୍ରକାଶ କରିବାକୁ ପଛାନ୍ତି ନାହିଁ । ହେଲେ ଯଦି ଏମାନଙ୍କୁ କିଏ ଗର୍ବ ବା ଅହଂକାର ଦେଖାଏ, ତେବେ ଏମାନେ ତାଙ୍କୁ ଆଦୌ ସହ୍ୟ କରିପାରନ୍ତି ନାହିଁ।

ତୁଳା: ଏହି ରାଶିର ବ୍ୟକ୍ତି ନିଜ ସାଥୀଙ୍କ ସହ ସବୁ ପ୍ରକାରର ଖୁସି ବାଣ୍ଟିବାକୁ ଭଲ ପା'ନ୍ତି। ଏମାନେ ନିଜ ସାଥୀର ସମସ୍ତ ଇଚ୍ଛା ପୂର୍ଣ୍ଣ କରନ୍ତି। କିନ୍ତୁ ଏମାନଙ୍କୁ ଯଦି କିଏ ନିଜ ହାତମୁଠାରେ ରଖିବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କ ସହ ଏମାନେ ବେଶିଦିନ ରହିପାରନ୍ତି ନାହିଁ। ଏମାନେ କନ୍ୟା ରାଶିର ବ୍ୟକ୍ତିଙ୍କ ସହ ବିବାହ କରିବା ଉଚିତ୍‌ ନୁହେଁ।

ବିଛା: ପ୍ରେମରେ ପଡ଼ିବା ଓ ଏଥିରେ ବୁଡ଼ିଯବା ଏହି ରାଶିର ସ୍ୱଭାବ। ଏମାନେ ନିଜ ସାଥୀର ପ୍ରେମରେ ଏତେ ବୁଡ଼ି ଯାଆନ୍ତି ଯେ ସେମାନଙ୍କ ସହ ଏକ ଅଲଗା ଦୁନିଆ ତିଆରି କରିବାର ସ୍ୱପ୍ନ ଦେଖନ୍ତି। ଏମାନଙ୍କର ମେଷ ରାଶି ସହ ଭଲ ପଡ଼େ ନାହିଁ।

ଧନୁ: ଏମାନେ ସବୁବେଳେ ନିଜ ସାଥୀଙ୍କ ସହ ଭିନ୍ନ ଭିନ୍ନ ଶୈଳୀରେ ସମୟ ବିତାଇବାକୁ ଆଗ୍ରୀ। ତେଣୁ ଏମାନଙ୍କର ବୃଷ ରାଶି ସହ ଆଦୌ ପଡ଼େ ନାହିଁ। କାରଣ ବୃଷ ରାଶିର ବ୍ୟକ୍ତି ନିଜ ବ୍ୟସ୍ତମୟ ଜୀବନରୁ ସାଥୀଙ୍କ ସହ ମଜା ମସ୍ତି କରିବା ପାଇଁ ସମୟ ବାହାର କରିପାରନ୍ତି ନାହିଁ।

ମକର: ଏମାନେ ସଚ୍ଚା, ବିଶ୍ୱାସୀ ଓ ମହତ୍ୱାକାଂକ୍ଷୀ । ଏମାନେ ନିଜ ସାଥୀଙ୍କଠୁ ବି ଏହିସବୁ ଚାହାଁନ୍ତି। ଏମାନେ ନିଜ ସାଥୀଙ୍କ ସମସ୍ତ ଇଚ୍ଛା ପ୍ରତି ଧ୍ୟାନ ରଖନ୍ତି। ତେବେ ଏମାନେ କେବେ ବି ମିଥୁନ ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍‌ ନୁହେଁ। କାରଣ ମିଥୁନ ରାଶିର ବ୍ୟକ୍ତି କେବଳ ନିଜ ମନ କଥା ହିଁ ଶୁଣନ୍ତି।

କୁମ୍ଭ: ଏମାନେ ନିଜ ସାଥୀ ପ୍ରତି ଅନେକ ସମର୍ପିତ ଥା'ନ୍ତି। ଏମାନେ କାହାର ଧ୍ୟାନ ରଖିବା ନ ଜାଣନ୍ତୁ ପଛେ କିନ୍ତୁ କେବେ ଧୋକା ଦିଅନ୍ତି ନାହିଁ। ଏମାନେ କେବଳ ସାଥୀର ବିଶ୍ୱାସ ଜିତିବାକୁ ଚାହାନ୍ତି। ତେବେ ଏହି ରାଶିର ବ୍ୟକ୍ତି କେବେ ହେଲେ କର୍କଟ ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍‌ ନୁହେଁ।

ମୀନ: ରୋମାନ୍ସ ଏମାନଙ୍କ ଭିତରେ ଭରି ଭରି ରହିଥାଏ। ଯଦି ଆପଣଙ୍କ ସାଥୀଙ୍କ ରାଶି ମୀନ ହୋଇଥାଏ, ତେବେ ଆପଣ ଭ୍ୟାଗ୍ୟଶାଳୀ। କାରଣ ପ୍ରେମକୁ ପରିପ୍ରକାଶ କରିବା ଓ ସମ୍ପର୍କ ବଜାୟ ରଖିବା ଏହି ରାଶିର ବ୍ୟକ୍ତିଙ୍କଠାରୁ ଶିଖିବା ଉଚିତ୍। ପ୍ରେମ ପରୀକ୍ଷାରେ ଏମାନେ ସବୁବେଳେ ୧୦୦ ରୁ ୧୦୦ ମାର୍କ ରଖନ୍ତି। ହେଲେ ଏମାନେ ଅନେକ କୋମଳ ହୃଦୟର। ଯଦି ଏମାନଙ୍କୁ ଅନୁଭବ ହୁଏ ଯେ ତାଙ୍କ ସାଥୀ ତାଙ୍କୁ ସେତିକି ଗୁରୁତ୍ୱ ଦେଉନାହାନ୍ତି, ତେବେ ଏମାନେ ଭାଙ୍ଗି ପଡ଼ନ୍ତି। କାରଣ ଏମାନେ ସବୁବେଳେ ହୃଦୟରୁ ଭାବନ୍ତି। ଏମନଙ୍କୁ କନ୍ୟା ରାଶି ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଉଚିତ୍। କାରଣ କନ୍ୟା ରାଶିର ବ୍ୟକ୍ତିମାନେ ହୃଦୟରୁ ନୁହେଁ, ବରଂ ମୁଣ୍ଡରୁ ଚିନ୍ତା କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story