କ’ଣ କଲେ ଆପଣଙ୍କର ସମୃଦ୍ଧି ହେବ, ପଢ଼ନ୍ତୁ କିଛି ଟିପ୍ସ

ଚାକିରି ହେଉ ବା ବ୍ୟବସାୟ। ଯେତେ ଭଲ ଦରମା କିମ୍ବା ଭଲ ଆୟ କଲେ ବି ଆପଣଙ୍କ ପାଖରେ ଧନ ରହୁ ନାହିଁ । ଘରେ ଆର୍ଥିକ ସମସ୍ୟା ଲାଗି ରହୁଛି । ଯଦି ଭଲ ଆୟ ସତ୍ତ୍ୱେ ଆପଣଙ୍କ ଆର୍ଥିକ ସମସ୍ୟା ଲାଗି ରହୁଛି, ତା’ହେଲେ ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ କିଛି ନିୟମ ମାରି ଚଳିଲେ ତେବେ ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ। ଆପଣଙ୍କ ଘରେ ଲକ୍ଷ୍ମୀ ବିରାଜମାନେ ହେବେ। ତେବେ ଆସନ୍ତୁ ଜାଣିବା […]

800

800

Tapas Behera
  • Published: Monday, 25 February 2019
  • Updated: 25 February 2019, 09:02 AM IST

Sports

Latest News

ଚାକିରି ହେଉ ବା ବ୍ୟବସାୟ। ଯେତେ ଭଲ ଦରମା କିମ୍ବା ଭଲ ଆୟ କଲେ ବି ଆପଣଙ୍କ ପାଖରେ ଧନ ରହୁ ନାହିଁ । ଘରେ ଆର୍ଥିକ ସମସ୍ୟା ଲାଗି ରହୁଛି । ଯଦି ଭଲ ଆୟ ସତ୍ତ୍ୱେ ଆପଣଙ୍କ ଆର୍ଥିକ ସମସ୍ୟା ଲାଗି ରହୁଛି, ତା’ହେଲେ ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ କିଛି ନିୟମ ମାରି ଚଳିଲେ ତେବେ ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ। ଆପଣଙ୍କ ଘରେ ଲକ୍ଷ୍ମୀ ବିରାଜମାନେ ହେବେ। ତେବେ ଆସନ୍ତୁ ଜାଣିବା କେଉଁ ନିୟମ ମାନି ଚଳିଲେ ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ।

ଯଦି ଆପଣ ଯେତେ ରୋଜଗାର କଲେ ଟଙ୍କା ସଞ୍ଚୟ ହେଉ ନାହିଁ ତେବେ ପର୍ସରେ ଗୋଟେ ଛୋଟ ଅଇନା ଲଗାଇ  ଦିଅନ୍ତୁ। ଯେମିତି କି ପର୍ସ ଭିତରେ ରହୁଥିବା ଟଙ୍କାର ପ୍ରତିଛବି ଅଇନା ଉପରେ ପଡୁଥିବ । ଯଦି ଆପଣଙ୍କ ଘରେ ପାଣି ଟ୍ୟାପ ଲିକ୍‌ ହୋଇ ପାଣି ବହୁଥିବ କିମ୍ବା ଏହାକୁ ଅନବରତ ଖୋଲି ରଖୁଥିବେ ତେବେ ଏହା ଆପଣଙ୍କ ଆର୍ଥିକ ହାନିର କାରଣ ପାଲଟିପାରେ।

ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ।  ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦ୍ୱାର ମୁହଁ କାନ୍ଥରେ ଘଣ୍ଟା ଟାଙ୍ଗନ୍ତୁ ନାହିଁ। ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଘରର କାନ୍ଥରେ ଭୁଲରେ ଦକ୍ଷିଣ ଦିଗର କାନ୍ଥରେ ଘଣ୍ଟା ଲଗାନ୍ତୁ ନାହିଁ। ସେହିପରି ଯେଉଁ ଘରେ ଘରେ ତୁଳସୀ ଗଛ ଲଗାଯାଇଥାଏ ସେଠାରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ। ଘରର ଯେକୌଣସି ଦିଗରେ ତୁଳସୀ ଗଛ ଲଗାଇବା ଶୁଭ ଭାବେ ଗ୍ରହଣ କରାଯାଏ । ଐଶାନ୍ୟ କୋଣରେ ତୁଳସୀ ଗଛ ଲଗାଇବା ଦ୍ୱାରା ପରିବାରର ଆର୍ଥିକ ଉନ୍ନତି ଘଟିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story