ପନିର୍‌ର ଏପରି ବ୍ୟବହାର ଦ୍ୱାରା ସନ୍ତାନ ପ୍ରାପ୍ତି ହୁଏ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦହି ଏବଂ ପନିର୍‌କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ରୂପେ ବିବେଚନା କରାଯାଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏହି ଦୁଇ ସାମଗ୍ରୀର ଭୋଜନ ଦ୍ୱାରା ଅନେକ କାର୍ଯ୍ୟରେ ସିଦ୍ଧି ମିଳିଥାଏ ବୋଲି ଦର୍ଶାଯାଇଛି। ଦହି ଏବଂ ପନିର୍‌କୁ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରମାଙ୍କ ସହିତ ତୁଳନା କରାଯାଇଛି। କୁହାଯାଇଛି, ପନିର୍‌ ଖାଇବା ଦ୍ୱାରା ବ୍ୟକ୍ତିଙ୍କ ଜନ୍ମକୁଣ୍ଡଳୀରେ ଚନ୍ଦ୍ରମା ଏବଂ ଶୁକ୍ରଙ୍କର ସ୍ଥିତି ମଜବୁତ୍‌ ହୋଇଥାଏ। ତେବେ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହଙ୍କ ସ୍ଥିତି ଦୁର୍ବଳ […]

paneer56

paneer56

Puspanjali Panda
  • Published: Sunday, 07 October 2018
  • Updated: 07 October 2018, 07:30 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦହି ଏବଂ ପନିର୍‌କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ରୂପେ ବିବେଚନା କରାଯାଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏହି ଦୁଇ ସାମଗ୍ରୀର ଭୋଜନ ଦ୍ୱାରା ଅନେକ କାର୍ଯ୍ୟରେ ସିଦ୍ଧି ମିଳିଥାଏ ବୋଲି ଦର୍ଶାଯାଇଛି।

ଦହି ଏବଂ ପନିର୍‌କୁ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରମାଙ୍କ ସହିତ ତୁଳନା କରାଯାଇଛି। କୁହାଯାଇଛି, ପନିର୍‌ ଖାଇବା ଦ୍ୱାରା ବ୍ୟକ୍ତିଙ୍କ ଜନ୍ମକୁଣ୍ଡଳୀରେ ଚନ୍ଦ୍ରମା ଏବଂ ଶୁକ୍ରଙ୍କର ସ୍ଥିତି ମଜବୁତ୍‌ ହୋଇଥାଏ।
ତେବେ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହଙ୍କ ସ୍ଥିତି ଦୁର୍ବଳ ରହିଛି, ସେହି ବ୍ୟକ୍ତି ବିଳମ୍ୱିତ ରାତିରେ ପନିର୍‌ ଖାଇବା ଅନୁଚିତ୍‌ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। କୁହାଯାଏ, ଶୁକ୍ର ଗ୍ରହ ଦୁର୍ବଳ ଥିଲେ ପନିର୍ ଖାଇବା ଦ୍ୱାରା ଶରୀରରେ ଚର୍ବିର ମାତ୍ରା ବଢ଼ିଥାଏ।curଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଯେଉଁ ବ୍ୟକ୍ତିଙ୍କର କୁଣ୍ଡଳୀରେ ଶୁକ୍ର ଗ୍ରହ ଦୁର୍ବଳ ରହିବା କାରଣରୁ ପ୍ରେମରେ ଧୋକା ମିଳୁଛି, ସେମାନେ ପନିର୍‌ ଖାଇବା ଆବଶ୍ୟକ।

ସେହିଭଳି ସନ୍ତାନ ପ୍ରାପ୍ତି ପାଇଁ ଆପଣ ପନିର୍‌କୁ ଏକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର କରିପାରିବେ।

ଏଥିପାଇଁ ଶୁକ୍ରବାର ଦିନ ଅଟା ଚକଟି ସେଥିରେ ପନର୍‌ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏପରି କଲେ ଖୁବ୍‌ ଶୀଘ୍ର ଆପଣଙ୍କୁ ସନ୍ତାନ ପ୍ରାପ୍ତି ହୋଇପାରିବ।
panir1କେବଳ ଦିନ ସମୟରେ ଦହି ଏବଂ ପନିର୍‌ ଖାଇବା ଚିତ୍‌ ବୋଲି କୁହାଯାଇଛି। ରାତିରେ ଏହାକୁ ଖାଇବା ପାଇଁ ବାରଣ କରାଯାଇଛି।
ରାବଣ ସଂହିତା ଅନୁସାରେ, କୁଣ୍ଡଳୀରେ ଶୁକ୍ର ଦଶାକୁ ମଜବୁତ୍‌ କରିବା ପାଇଁ ନିୟମିତ ଶରୀରରେ ଦହିର ଲେପ ଲଗାନ୍ତୁ। ଏହାପରେ ସ୍ନାନ କରନ୍ତୁ।
ପରୀକ୍ଷା ଦେବାକୁ ଯିବା ବେଳେ ଦହି ଏବଂ ଗୁଡ଼ ଖାଇ ଯିବା ଶୁଭ ବୋଲି କୁହାଯାଇଥାଏ। ଏପରି କଲେ ପରୀକ୍ଷା ଭଲ ହୋଇଥାଏ ବୋଲି କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story