ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି କି ? ମାନନ୍ତୁ ବାସ୍ତୁ ଶାସ୍ତ୍ରର କିଛି ଉପାୟ

Vastu Shastra for financial prosperity

jj-1

jj-1

Tapas Behera
  • Published: Wednesday, 06 February 2019
  • Updated: 06 February 2019, 12:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅର୍ଥ ସଞ୍ଚୟ କରି ସୁଖ ଶାନ୍ତିରେ ରହିବା କାହାର ଇଚ୍ଛା ନଥାଏ। ସମସ୍ତେ ନିଜ ଭବିଷ୍ୟତ ପାଇଁ ଚିନ୍ତିତ। ଆଜିର ମହରଗ ଯୁଗରେ ସମସ୍ତେ ଅର୍ଥ ପାଇଁ ଚିନ୍ତିତ। ମାତ୍ର ଆପଣ ଯେତେ ରୋଜଗାର କଲେ ମଧ୍ୟ ପାଖରେ ଟଙ୍କ। ରହୁନାହିଁ । ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖାଲି ହୋଇଯାଉଥିବାରୁ ସର୍ବଦା ଦୁଃଖିତ କିମ୍ୱା ଚିନ୍ତିତ ରହୁଛନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ ରହିଛି ଯାହାକୁ ଆପଣେଇଲେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ।

୧- ଶୁକ୍ଲପକ୍ଷ ସୋମବାର  ଶିବଲିଙ୍ଗ ଉପରେ  ଗଙ୍ଗ।ଜଳ ଅଭିଷେକ କରି ଅରୁଆ ଚାଉଳ ଚଢାଇଲେ ଧନ ପ୍ରାପ୍ତି ହେବା ସହ ଆର୍ଥିକ ସମୃଦ୍ଧି ହୋଇଥାଏ।

୨- ବାସ୍ତୁ  ଅନୁସାରେ ଉତ୍ତର ଦିଗକୁ ସର୍ବଦା ସଫ।ସୁତୁରା ରଖନ୍ତୁ। ଏହି ଦିଗରେ ‘ଶ୍ରୀ’ ଯନ୍ତ୍ର ସ୍ଥାପନ କରି ପ୍ରତିଦିନ ଏହାର ପୂଜା କଲେ ଅନାବଶ୍ୟକ ଖର୍ଚ୍ଚ କମ୍ ହୋଇଥାଏ ।

୩- ଶୁକ୍ଲପକ୍ଷ ଗୁରୁବାର ଘର ମୁଖ୍ୟ ଦ୍ୱାରର ଡାହାଣ ଏବଂ ବାମ ପଟେ ଗଙ୍ଗ।ଜଳ ଛିଞ୍ଚନ କରନ୍ତୁ । ଡାହାଣପଟ ଅନାମିକା ଆଙ୍ଗୁଳିରେ ହଳଦୀ ଏବଂ ଦହି ଘୋଳରେ ଏକ ସ୍ୱାସ୍ତିକ ଚିହ୍ନ ଆଙ୍କି ସେଥିରେ ଅଳ୍ପ ଗୁଡ ଲଗାଇ ମହୁର ଏକ ବୁନ୍ଦା  ପକାନ୍ତୁ । ପ୍ରତି ଗୁରୁବାର ଏହି ନିୟମ ପାଳନ କଲେ ଘରେ ଆର୍ଥିକ ସମୃଦ୍ଧି ହୋଇଥାଏ।

୪- ଶୁକ୍ଳପକ୍ଷ ସୋମବାର ଅଥବା ଶନିବାର ଦିନ ଗହମ ପେଶିବା ସମୟରେ ସେଥିରେ ୧୧ଟି ତୁଳସୀ ପତ୍ର ମିଶାଇ ଦିଅନ୍ତୁ । ଏଥିରେ ପ୍ରସ୍ତୁତ ଅଟାରେ ରୁଟି ଖାଇଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଧ୍ୟାନ ରଖିବେ ଏହି ଅଟାକୁ ଯେପରି ତଳେ ପକାଇବେ ନାହିଁ ଏବଂ ନଷ୍ଟ କରିବେ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story