ଅନୁଗୋଳରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ଘଟଣା: ଇନ୍ଦ୍ରମଣି ଓ ତାଙ୍କ ପୁଅକୁ ପୋଲିସ୍ ଅଟକ ରଖିଥିବା ସୂଚନା, ପୂର୍ବରୁ ଇନ୍ଦ୍ରମଣିଙ୍କ ଡ୍ରାଇଭରକୁ ଗିରଫ କରିଥିଲା ପୋଲିସ୍