ଆସିକା: ଗାଁରୁ ନିୟମିତ ଚୋରି ହେଉଥିବା ସନ୍ଦେହ କରି ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ କବିସୂର୍ଯ୍ୟନଗର ଥାନା ଏବରିଡ଼ା ଗାଁ ଲୋକେ; ମାଡ଼ ଖାଇଥିବା ଯୁବକର ପରିଚୟ ମିଳିପାରି ନାହିଁ