ବଲାଙ୍ଗିର ପାଟଣାଗଡ଼ରେ ପାର୍ସଲ ବୋମା ଫୁଟି ବର ଓ ଜେଜେମାଙ୍କ ମୃତ୍ୟୁ ଘଟଣା: ଆହତ ବୋହୂ ରୀନାରାଣୀ ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲାରୁ ଭୋର ୪ଟାରେ କଟକ SCB ସ୍ଥାନାନ୍ତର କରାଯାଇଛି,ତାଙ୍କ ଶରୀରର ୩୦% ପୋଡିଯାଇଛି