ବଲାଙ୍ଗିର ପାଟଣାଗଡ଼ରେ ପାର୍ସଲ ବୋମା ଫୁଟି ଦୁଇ ଜଣଙ୍କ ମୃତ୍ୟୁ ଘଟଣା: ପ୍ରାଥମିକ ତଦନ୍ତରୁ ପାର୍ସଲ ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି, ପାର୍ସଲ ପଠାଇଥିବା ବ୍ୟକ୍ତିଙ୍କ ନାମ ଆର.କେ. ଶର୍ମା, ଏହି ବାବଦରେ ଅଧିକ ତଥ୍ୟ ପାଇଁ ପୋଲିସର ତନାଘନା