ବଲାଙ୍ଗିର ପାଟଣାଗଡ଼ରେ ପାର୍ସଲ ବୋମା ଫାଟି ୨ ମୃତ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଠାରେ ନ୍ୟାୟ ମାଗିଲେ ସୌମ୍ୟଶେଖର ସାହୁଙ୍କ ନବବିବାହିତା ପତ୍ନୀ ରିମା, କହିଲେ- ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ, ମୋ ସହ ଯାହା ହୋଇଛି, କାହା ସହ ନ ହେଉ, ସୌମ୍ୟଙ୍କର କେହି ଶତ୍ରୁ ନ ଥିଲେ, ମୁଁ କାହାକୁ ସନ୍ଦେହ କରୁନି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।