ବଲାଙ୍ଗିର: ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ୍ ରହଣି ଦାବିରେ ଦେଓଗାଁ ଷ୍ଟେସନରେ ସ୍ଥାନୀୟ ଲୋକଙ୍କ ରେଳରୋକ; ଆନ୍ଦୋଳନ ଯୋଗୁଁ ଷ୍ଟେସନରେ ଅଟକି ରହିଛି ଇସ୍ପାତ ଏକ୍ସପ୍ରେସ୍