ବାଲେଶ୍ୱର: ଷ୍ଟେସନ ଛକ ସ୍ଥିତ ପ୍ୟାରିସ୍ ବେକରୀରେ ଅଗ୍ନିକାଣ୍ଡ; ଆଜି ଭୋରରୁ ବେକରୀରେ ନିଆଁ ଲାଗିଥିବା ସୂଚନା, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ଦମକଳ ବାହିନୀ ଦ୍ୱାରା ନିଆଁ ଆୟତ୍ତ