ନୀଳଗିରି: ଶ୍ୟାମସୁନ୍ଦରପୁର ପଞ୍ଚାୟତ କଣ୍ଟାବଣିଆ ଗାଁରେ ଅଭାବନୀୟ ଘଟଣା; ଗୁଣି ସନ୍ଦେହରେ ୩ ଦିନ ହେବ ଗାଁ ଲୋକଙ୍କ ନଜରବନ୍ଦୀରେ ୩ ଜଣ, ଗତ ଶନିବାର ଦମ୍ପତିଙ୍କ ସହ ୩ ଜଣଙ୍କୁ ପିଟିଥିଲେ ଗାଁ ଲୋକେ, ଗାଁ ଲୋକଙ୍କୁ ଜ୍ୱର ହେବାରୁ ସେମାନେ ଗୁଣି ସନ୍ଦେହ କରିଥିଲେ