ଜଳେଶ୍ୱର: ଭୋଗରାଇ ପାଣିସାହି ପୋଲ ନିକଟରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର; ଜନ୍ମ ପରେ କେହି ଶିଶୁ କନ୍ୟାକୁ ଫିଙ୍ଗି ପଳାଇଥିବା ସନ୍ଦେହ କରାଯାଉଛି