ବରଗଡ଼: ସୋହେଲା ବ୍ଲକର ବନାବିରା ନିକଟରେ ବିଳମ୍ବିତ ରାତିରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ ଆକ୍ରମଣ; ପ୍ରାୟ ୩୦ରୁ ୪୦ ଜଣ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ, ସୁବ୍ରତଙ୍କ ସମେତ ୪ ଆହତ, ବିଳମ୍ବିତ ରାତିରେ ଘଟିଛି ଘଟଣା