ସୁଶାନ୍ତ ସିଂହଙ୍କ ଭାଇଙ୍କୁ ବିଜେପିର ଆକ୍ରମଣ ଅଭିଯୋଗ ନେଇ ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଲେ- ବିଜେଡିର ଅଭିଯୋଗ ଭିତ୍ତିହୀନ ଓ ରାଜନୈତିକ; ଘଟଣାରେ ବିଜେପିର ସଂପୃକ୍ତି ନାହିଁ, ବିନା ତଥ୍ୟରେ ଅଭିଯୋଗ କରୁଛି ବିଜେଡି