ସୋହେଲା ବ୍ଲକର ବନାବିରା ନିକଟରେ ଆକ୍ରମଣର ଶିକାର ହୋଇଥିବା ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ଓ ତାଙ୍କ ୩ ସହଯୋଗୀଙ୍କୁ ବୁର୍ଲା ମେଡିକାଲରେ ଭେଟିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ