ଭୁବନେଶ୍ୱର: ସକାଳ ୯ଟା ଯାଏଁ ୧୨ଟି ଜିଲ୍ଲାରେ ବଜ୍ରପାତ ସମ୍ଭାବନା, ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା