ଗ୍ରାମରକ୍ଷୀଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର; ଗ୍ରାମରକ୍ଷୀମାନେ ଆଗରୁ ୧୫୦୦ ଟଙ୍କା ପଉଥିଲେ, ଏବେ ୧୮୦୦ ଟଙ୍କା ପାଇବେ