ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ସହ ମନ୍ଦିର ପୂଜକଙ୍କ ଭିଡିଓ ଭାଇରାଲ,ପୂଜକଙ୍କୁ ସୁନା ବନ୍ଧା ପକାଇବାକୁ ମହିଳା ଦେଇଥିଲେ,ଟଙ୍କା ଆଣିବାକୁ ପୂଜକଙ୍କ ଘରକୁ ଯାଇଥିବା ବେଳେ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ପୂଜକ ସରୋଜ ଦାସ, ଘର ଝାରପଡ଼ାର